ରାଜ୍ୟ

ଆସନ୍ତା ୨୧ରୁ ଦୁଇ ଦିନଆ ଓଡିଶା ଗସ୍ତରେ ରାଷ୍ଟ୍ରପତି: ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହିତ ପରିଦର୍ଶନ କରିବେ କୋଣାର୍କ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ଓ ୨୨ ତାରିଖ ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି…

3 years ago

ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ ଲାଇନ କଡ଼ରେ ପଡିଛି ମୃତଦେହ। ମୃତ ଶରୀର ଠାରୁ ମୁଣ୍ଡ ଅଲଗା…

3 years ago

ବଲାଙ୍ଗିର ବାବେଜୁରୀ ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଣ୍ଟାବାଞ୍ଝି: ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାବେଜୁରୀ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ…

3 years ago

ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ଶାନ୍ତିପୂର୍ଣ୍ଣ ବିରୋଧ, ମୁହଁରେ କଳା ପଟି ବାନ୍ଧି ବଜରଙ୍ଗ ଦଳ ପକ୍ଷରୁ ନୀରବ ପ୍ରତିବାଦ

ଭୁବନେଶ୍ବର: ରାଜ୍ୟରେ ଗୋ ହତ୍ୟା ଓ ଗୋ ଚାଲାଣ ନିଷ୍ଠୁରତାର ସହ ବଢି ଚାଲିଛି । ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଶାନ୍ତିପୂର୍ଣ୍ଣ ବିରୋଧ…

3 years ago

ବ୍ରହ୍ମପୁର ଝାଡ଼ାଙ୍କୁଲିରେ ହତ୍ୟାକାଣ୍ଡ: ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ବାପା ମୃତ ଓ ପୁଅ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲିରେ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ବାପା ମୃତ ଓ ପୁଅ ଗୁରୁତର । ଗତକାଲି ରାତି ପ୍ରାୟ…

3 years ago

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘ଚୁଜ୍‌ ଟୁ ଚ୍ୟାଲେଞ୍ଜ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଜାତି ସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି ।…

3 years ago

ଗଜପତି : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଲେ ପ୍ରେମୀ ଯୁଗଳ, ମୃତ୍ୟୁ ସନ୍ଦେହଜନକ

ଗଜପତି (କେନ୍ୟୁଜ୍‌) : ଗଜପତି ଜିଲ୍ଲାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମୀ ଯୁଗଳ ଦୁହେଁ ଏକ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ…

3 years ago

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର(କେନ୍ୟୁଜ୍‌) : ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଆଜି ଅସୁସ୍ଥ ହୋଇପଡ଼ିଛନ୍ତି । ବଡ଼ବିଳ ସ୍ଥିତ ନିଜ ଆଶ୍ରମରେ ଥିବାବେଳେ ପୂର୍ବ ଥର ଭଳି ପୁଣି ନିଶ୍ୱାସ…

3 years ago

ଓଡଙ୍ଗ ନିକଟରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ୍

ରସୁଲପୁର (କେନ୍ୟୁଜ୍ ) : ଆନ୍ଦ୍ରପ୍ରଦେଶରୁ ଆସୁଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍ ଆଜି ସକାଳେ ଓଡଙ୍ଗ ନିକଟରେ ଓଲଟି ପଡ଼ିଥିବା ଜଣାଯାଇଛି । ଏଥିରେ କେହି…

3 years ago

କ୍ଷେତରେ ‘ନଡ଼ା’ ପୋଡ଼ିବାକୁ ଯାଇ ଜିଅନ୍ତା ଜଳିଗଲେ ଚାଷୀ

ସିନାପାଲି (କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଚାଷୀ ବିଲକୁ ନଡ଼ା ପୋଡିବାକୁ ଯାଇ…

3 years ago