Browsing Category

ରାଜ୍ୟ

ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ପଜିଟିଭ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଭୁବନେଶ୍ବର ମୁନିସିପାଲିଟି ଅଞ୍ଚଳରେ ମୋଟ ପଜିଟିଭ୍ ସଂଖ୍ଯା ୧୯୬ରେ ପହଁଚିଛି । ତେବେ ବର୍ତ୍ତମାନ ଏଠାରେ ୯୯ ଆକ୍ଟିଭ୍ କେସ୍…

ରଥଯାତ୍ରା ପାଇଁ ଧୀରେ ଧୀରେ ଖୋଲୁଛି କି ବାଟ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ବର୍ଷକୁ ଥରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଚଢ଼ି ବଡ଼ଦାଣ୍ଡକୁ ଆସିଥାନ୍ତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଯାଇ ୯ ଦିନ ଧରି ଲୀଳା ଖେଳା କରିଥାନ୍ତି । ଯେଉଁ ଭକ୍ତମାନେ…

ପ୍ରେମକୁ ବିବାହ ରୂପ ଦେଲେ ସରପଞ୍ଚ, ସଂଘରୋଧ କେନ୍ଦ୍ରରେ କରାଇଲେ ବାହାଘର

ଭବାନୀପାଟଣା(କେନ୍ଯୁଜ୍): ପ୍ରେମ ଚିର ସତ୍ୟ ଜାଣେ ନାହିଁ ଜାତି ବର୍ଣ୍ଣ ଧର୍ମ l ଏହି ପ୍ରେମକୁ ବିବାହ ରୂପ ଦେଇଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ଜଣେ ସରପଞ୍ଚ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡଲା ସଙ୍ଗରୋଧ କେନ୍ଦ୍ରରେ l କଳାହାଣ୍ଡି…

ସୁବର୍ଣ୍ଣପୁରର ‘ପାତାଳୀ ଶ୍ରୀକ୍ଷେତ୍ର’, ଯେଉଁଠି ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ତ୍ରିକୁଟ କନ୍ଦରକୁ କୁହାଯାଏ ପାତାଳୀ ଶ୍ରୀକ୍ଷେତ୍ର । ଏହିଠାରେ ଦାରୁବ୍ରହ୍ମ ମାନଙ୍କୁ ୧୪୪ ବର୍ଷ ପାତାଳୀ କରି ରଖାଯାଉଥିଲା । ଅତିତରେ ଯବନ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଦାରୁବ୍ରହ୍ମଙ୍କୁ କେତେବେଳେ ଚିଲିକାର କୂଳ ତ କେବେ…

ନିଜ ଶରୀରରେ କରୋନା ପରୀକ୍ଷଣ ପାଇଁ ଟୀକା ନେଲେ ଓଡିଆ ଯୁବକ, ସ୍ବାସ୍ଥ୍ଯବସ୍ଥା ନେଇ ପ୍ରତିଦିନ ଅନଲାଇନରେ ଦେଉଛନ୍ତି…

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମାଝିସାହି ଅଞ୍ଚଳର ଅଙ୍କନ ନାୟକ ନିଜ ଦେହରେ ନେଇଛନ୍ତି କରୋନା ପରୀକ୍ଷା ଟୀକା । ସୂଚନା ମୁତାବକ ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବେ କରୋନା ଟୀକା ନେଇ ଗବେଷଣା ଜାରି ରଖିଛନ୍ତି । ଫେଜ୍-୨ ଓ ଫେଜ୍-୩ ଏକାସାଙ୍ଗରେ ଚାଲୁଥିବା ବେଳେ…

ଝାରସୁଗୁଡାରେ ସୁପର ସ୍ପେଡର: ଭୋଜି କରି ୧୭ଜଣଙ୍କୁ ବାଣ୍ଟିଲେ କରୋନା ଭାଇରସ୍

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡାରେ ସୁପର ସ୍ପେଡର । ଦିନକୁ ଦିନ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ବର୍ତ୍ତମାନ ଝାରସୁଗୁଡାରୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା। ଭୋଜି ଖାଇ ୧୭ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ ହୋମ…

ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଦେବଗୁରୁଙ୍କ କଳାକୃତି, ପ୍ରଶାସନର ସହାୟତାକୁ ଅପେକ୍ଷା

କଣ୍ଟାବାଞ୍ଝି : ଧୀରେଧୀରେ ଲୁପ୍ତ ହେବାକୁ ବିସିଲାଣି ଦେବଗୁରୁଙ୍କ କଳା ଓ କାରିଗରୀ । ଧାନରେ ନିର୍ମିତ କଳାକୃତି ଓ ମା ମହାଲକ୍ଷ୍ମୀଙ୍କ ଏହି ସୁକ୍ଷ୍ମ କାରୁକାର୍ଯ୍ୟ ଏବେ ସଂକଟରେ ।  ଦିନକୁ ଦିନ ପ୍ଲାଷ୍ଟିକ ର ଚାହିଦା ଯୋଗୁଁ ଏମାନଙ୍କ କଳାକୃତିକୁ ଏବେ ପଚାରେ କିଏ? ବଲାଙ୍ଗିର ଜିଲ୍ଲା…

କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ…

ପୁଣି ରାଜ୍ଯରେ କରୋନା ମୃତ୍ୟୁ, ଭାଇରସ ନେଲା ଆଉ ଏକ ଜୀବନ

ଗଂଜାମ(କେନ୍ଯୁଜ୍): ପୁଣି ରାଜ୍ଯରେ କରୋନା ମୃତ୍ୟୁ । କରୋନା ସଂକ୍ରମଣ କାରଣରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ଯା ୧୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ। ମୃତକ ଜଣକ ଗଂଜାମ ଜିଲ୍ଲାର ୪୬ ବର୍ଷୀୟ ବ୍ଯକ୍ତି…

ପୁଣି ରାଜ୍ଯରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୩୦୩କୁ ବୃଦ୍ଧି

କେନ୍ଯୁଜ୍:  ଆଜି ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୩୦୩ ଛୁଇଁଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ନୟାଗଡରୁ ୧୩, ବାଲେଶ୍ବର ୧୩, କଟକ ୨୦,…

ଆଜି ରାଜ୍ୟର ହେବ ପ୍ରବଳ ବର୍ଷା, ୫ ଚିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ

ଓଡ଼ିଶାରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ। ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମୟୁରଭଞ୍ଜ ଓ ଯାଜପୁର। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଛି। ଏହାପରେ ଦୁଇ…

ଏଥର ରଥଯାତ୍ରା ହେଉ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ମୁସଲମାନ ଛାତ୍ର

ନୟାଗଡ(କେନ୍ଯୁଜ୍): କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ । ଏନେଇ କଥା ପହଞ୍ଚିଛି ସୁପ୍ରିମକୋର୍ଟରେ । ଅନ୍ଯପଟେ ରଥଯାତ୍ରା ହେଉ ବୋଲି ପିଟିସନ ଦାଖଲ କରିଛନ୍ତି ଜଣେ ମୁସଲମାନ ଛ।ତ୍ର । ମୁସଲମାନ ଛ।ତ୍ର ଜଣକ ହେଉଛନ୍ତି ନୟାଗଡ…