ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ପଜିଟିଭ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଭୁବନେଶ୍ବର ମୁନିସିପାଲିଟି ଅଞ୍ଚଳରେ ମୋଟ ପଜିଟିଭ୍ ସଂଖ୍ଯା ୧୯୬ରେ ପହଁଚିଛି । ତେବେ ବର୍ତ୍ତମାନ ଏଠାରେ ୯୯ ଆକ୍ଟିଭ୍ କେସ୍ ଥିବାବେଳେ ୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

bmc

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.