Browsing Category

ରାଜ୍ୟ

ସୁବର୍ଣ୍ଣପୁରର ‘ପାତାଳୀ ଶ୍ରୀକ୍ଷେତ୍ର’, ଯେଉଁଠି ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ତ୍ରିକୁଟ କନ୍ଦରକୁ କୁହାଯାଏ ପାତାଳୀ ଶ୍ରୀକ୍ଷେତ୍ର । ଏହିଠାରେ ଦାରୁବ୍ରହ୍ମ ମାନଙ୍କୁ ୧୪୪ ବର୍ଷ ପାତାଳୀ କରି ରଖାଯାଉଥିଲା । ଅତିତରେ ଯବନ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଦାରୁବ୍ରହ୍ମଙ୍କୁ କେତେବେଳେ ଚିଲିକାର କୂଳ ତ କେବେ…

ନିଜ ଶରୀରରେ କରୋନା ପରୀକ୍ଷଣ ପାଇଁ ଟୀକା ନେଲେ ଓଡିଆ ଯୁବକ, ସ୍ବାସ୍ଥ୍ଯବସ୍ଥା ନେଇ ପ୍ରତିଦିନ ଅନଲାଇନରେ ଦେଉଛନ୍ତି…

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମାଝିସାହି ଅଞ୍ଚଳର ଅଙ୍କନ ନାୟକ ନିଜ ଦେହରେ ନେଇଛନ୍ତି କରୋନା ପରୀକ୍ଷା ଟୀକା । ସୂଚନା ମୁତାବକ ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବେ କରୋନା ଟୀକା ନେଇ ଗବେଷଣା ଜାରି ରଖିଛନ୍ତି । ଫେଜ୍-୨ ଓ ଫେଜ୍-୩ ଏକାସାଙ୍ଗରେ ଚାଲୁଥିବା ବେଳେ…

ଝାରସୁଗୁଡାରେ ସୁପର ସ୍ପେଡର: ଭୋଜି କରି ୧୭ଜଣଙ୍କୁ ବାଣ୍ଟିଲେ କରୋନା ଭାଇରସ୍

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡାରେ ସୁପର ସ୍ପେଡର । ଦିନକୁ ଦିନ କରୋନା ନିଜର କରାଳ ରୂପ ଦେଖାଉଥିବାବେଳେ ବର୍ତ୍ତମାନ ଝାରସୁଗୁଡାରୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା। ଭୋଜି ଖାଇ ୧୭ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ ହୋମ…

ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଦେବଗୁରୁଙ୍କ କଳାକୃତି, ପ୍ରଶାସନର ସହାୟତାକୁ ଅପେକ୍ଷା

କଣ୍ଟାବାଞ୍ଝି : ଧୀରେଧୀରେ ଲୁପ୍ତ ହେବାକୁ ବିସିଲାଣି ଦେବଗୁରୁଙ୍କ କଳା ଓ କାରିଗରୀ । ଧାନରେ ନିର୍ମିତ କଳାକୃତି ଓ ମା ମହାଲକ୍ଷ୍ମୀଙ୍କ ଏହି ସୁକ୍ଷ୍ମ କାରୁକାର୍ଯ୍ୟ ଏବେ ସଂକଟରେ ।  ଦିନକୁ ଦିନ ପ୍ଲାଷ୍ଟିକ ର ଚାହିଦା ଯୋଗୁଁ ଏମାନଙ୍କ କଳାକୃତିକୁ ଏବେ ପଚାରେ କିଏ? ବଲାଙ୍ଗିର ଜିଲ୍ଲା…

କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ…

ପୁଣି ରାଜ୍ଯରେ କରୋନା ମୃତ୍ୟୁ, ଭାଇରସ ନେଲା ଆଉ ଏକ ଜୀବନ

ଗଂଜାମ(କେନ୍ଯୁଜ୍): ପୁଣି ରାଜ୍ଯରେ କରୋନା ମୃତ୍ୟୁ । କରୋନା ସଂକ୍ରମଣ କାରଣରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ଯା ୧୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ। ମୃତକ ଜଣକ ଗଂଜାମ ଜିଲ୍ଲାର ୪୬ ବର୍ଷୀୟ ବ୍ଯକ୍ତି…

ପୁଣି ରାଜ୍ଯରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୩୦୩କୁ ବୃଦ୍ଧି

କେନ୍ଯୁଜ୍:  ଆଜି ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୩୦୩ ଛୁଇଁଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ନୟାଗଡରୁ ୧୩, ବାଲେଶ୍ବର ୧୩, କଟକ ୨୦,…

ଆଜି ରାଜ୍ୟର ହେବ ପ୍ରବଳ ବର୍ଷା, ୫ ଚିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ

ଓଡ଼ିଶାରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ। ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମୟୁରଭଞ୍ଜ ଓ ଯାଜପୁର। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଛି। ଏହାପରେ ଦୁଇ…

ଏଥର ରଥଯାତ୍ରା ହେଉ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ମୁସଲମାନ ଛାତ୍ର

ନୟାଗଡ(କେନ୍ଯୁଜ୍): କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ । ଏନେଇ କଥା ପହଞ୍ଚିଛି ସୁପ୍ରିମକୋର୍ଟରେ । ଅନ୍ଯପଟେ ରଥଯାତ୍ରା ହେଉ ବୋଲି ପିଟିସନ ଦାଖଲ କରିଛନ୍ତି ଜଣେ ମୁସଲମାନ ଛ।ତ୍ର । ମୁସଲମାନ ଛ।ତ୍ର ଜଣକ ହେଉଛନ୍ତି ନୟାଗଡ…

ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ଭଞ୍ଜନଗର(କେନ୍ଯୁଜ୍): ବିଷାକ୍ତ ଛତୁ ଖାଇ ୧୦  ଗୁରୁତର। ଏମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସମସ୍ତ ଗୁରୁତର ବ୍ଯକ୍ତି ଢନାରଡା ଗାଁ ସମେତ ଗାଙ୍ଗପୁରା ଥାନା ଅନ୍ତର୍ଗତ ଶିଆରିମାଳ ନିକଟସ୍ଥ ନୂଆଗାଁର ବୋଲି ସୂଚନା ମିଳିଛି। ରିପୋର୍ଟ…

ଘରୋଇ କଳିକୁ କେନ୍ଦ୍ର କରି ଦାଦାକୁ ହାଣିଲା ପୁତୁରା

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଥାନା କଣ୍ଟିପାଳ ଗାଁରେ ପୂର୍ବରୁ ଥିବା ଗରୋଇ କଳହକୁ କେନ୍ଦ୍ର କରି ଗଣେ ବୟସ୍କ ବ୍ଯକ୍ତିଙ୍କୁ ତାଙ୍କ ପୁତୁରା ଆକ୍ରମଣ କରି ଲହୁଲୁହାଣ କରିଛି। ସୂଚନା ମୁତାବକ କାଠିଆ ଦେହୁରୀ ନାମକ ବୟସ୍କ ବ୍ଯକ୍ତି ନିଜ ଘରେ ବସିଥିବା ସମୟରେ ତାଙ୍କ ପୁତୁରା ହଠାତ୍…

ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ, ୨ ଦୁର୍ବୃତ୍ତ ଫେରାର୍

ଯୋଡା(କେନ୍ଯୁଜ୍): ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ। ଚମ୍ପୁଆ ଥାନା କରଞ୍ଜିଆର ପ୍ରମେୟ ସାମ୍ବାଦିକ ବିଦୁଭୂଷଣ ପତିଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତକାଲି ରାତି ୭.୪୫ରେ ବିଦୁଭୂଷଣ ସଉଦା ନେଇ ଉର୍ତ୍ତୀ ଛକରୁ…