Below header
Browsing Category

ରାଜ୍ୟ

ବାଲୁକା କଳା ମାଧ୍ଯମରେ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଭାରତୀୟ କ୍ରୀକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ୍‌ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ। ଆଜି ଧୋନୀ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମଗ୍ରହଣ କରିିଥିବା ଧୋନୀଙ୍କୁ ତାଙ୍କ ଜନ୍ମ…

ଆର୍ଥିକ ସମ୍ବଳ ଅଭାବରୁ ଭାଙ୍ଗିପଡିଲେ ଦିନ ମଜୁରିଆ ତୁକାରାମ, ସରକାର ଦୁଃଖ ନବୁଝିବାରୁ ଶେଷରେ କଲେ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର: ଘର ପୋଡିବା ପରେ ସରକାର ଦୁଃଖ ନବୁଝିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଆଦିବାସୀ ବ୍ୟକ୍ତି। କିରୋସିନ ପିଇବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ରେ ଭର୍ତ୍ତି। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଆନନ୍ଦପୁର ବ୍ଲକ ର କଣ୍ଟିପାଳ ଗାଁରେ। ଏହି ଗାଁର ୭ ନମ୍ବର ୱାର୍ଡ ରେ ବାସ…

ଆଜି ଠାରୁ ଗଂଜାମରେ ଘରକୁ ଘର ବୁଲି ଆରମ୍ଭ ହୋଇଛି ଆଣ୍ଟିଜେନ୍ ଟେଷ୍ଟିଂ

ଗଞ୍ଜାମ(କେନ୍ଯୁଜ୍): ଆଜି ଠାରୁ ଘରକୁ ଘର ବୁଲି ଆରମ୍ଭ ହୋଇଛି ଆଣ୍ଟିଜେନ୍ ଟେଷ୍ଟିଂ। କିଟ୍ ଧରି ଆଶାକର୍ମୀ ଓ ଏଏନ୍ଏମ୍ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ବଢିଚାଲିଛି । ଏହା ପୂର୍ବରୁ ଘରକୁ ଘର ବୁଲି…

ରେଳ ଧାରଣାରୁ ମିଳିଲା ଯୁବ ସ୍ୱେଚ୍ଛାସେବୀ ‘ମାନବ ପ୍ରେମୀ ଆଦିତ୍ୟ’ଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱର (କେ ନ୍ୟୁଜ୍‌) : ଯୁବା ବୟସ । ପୁଣି ଗତ ଜୁନ୍ ୯ ତାରିଖରେ ବିବାହ କରିଥିଲେ । ହେଲେ ଆଜି ଟ୍ରେନ୍ ଲାଇନ୍‌ରୁ ତାଙ୍କର ମୃତଦେହ ମିଳିଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସମାଜସେବୀ ଆଦିତ୍ୟ ଦାଶ। । ସୋସିଆଲ ମିଡ଼ିଆରେ ଜଣେ…

ରାଜ୍ଯରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୃତକ ୪ଜଣ ପୁରୁଷ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର…

ରେକର୍ଡ ଭାଙ୍ଗୁଛି କରୋନା : ଆଜି ପୁଣି ରାଜ୍ଯରେ ସର୍ବାଧିକ ୫୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪୦୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୮ ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ…

ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ, ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌

ତାଳଚେର: ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ । ଚାଇନାର ଏକ କର୍ମାନୀକୁ ଦିଆଯାଇଥିବା ତାଳଚେର ସାର କାରଖାନା କାର୍ଯ୍ୟ ଏବେ ବନ୍ଦ । କାରଖାନା ପାଇଁ କାମ ପାଇଥିବା ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌ । ସୂଚନା ଅନୁଯାୟୀ, ବର୍ତ୍ତମାନ ସୀମାନ୍ତରେ ଭାରତ-ଚୀନ୍‌…

ଭିଜିଲାନ୍ସ ଜାଲରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ : ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ଦେବଗଡ଼: ଭିଜିଲାନ୍ସ ଜାଲରେ ନିର୍ବାହୀ ଅଧିକାରୀ । ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଚଢ଼ାଉ ଚାଲିଛି । ସମ୍ବଲପୁର…

ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର, ଜନ୍ମମାଟି ତିର୍ତ୍ତୋଲକୁ ଫେରିବ ମରଶରୀର

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ଅନ୍ତିମ ସଂସ୍କାର ହେବ । ତାଙ୍କ ଜନ୍ମମାଟି ଜଗତସିଂହପୁରରେ ହେବ ଶେଷକୃତ୍ୟ । ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବହୁ ମନ୍ତ୍ରୀ ଓ ବରିଷ୍ଠ ନେତା ଶେଷ ଦର୍ଶନ କରିବା ସହ…

କୋଭିଡ୍‌ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀଙ୍କ ୩ ମନ୍ତ୍ର: ତ୍ୟାଗ, ସଂଜମ ଓ ଶୃଙ୍ଖଳାର ମାର୍ଗ ଆପଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ଯାହାଫଳରେ ଏହି କୋଭିଡ୍‌ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ମନ୍ତ୍ର…

ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ, ଘଣ୍ଟାଏ ଭିତରେ ଆସିବ ରିପୋର୍ଟ

କଟକ: ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ କରାଯିବ। ଆଣ୍ଟିବଡି ପରେ ଏବେ ଆଣ୍ଟିଜେନ ଟେଷ୍ଟିଂ କରାଯିବ। କଟକର ୩ଟି ସରକାରୀ ମେଡିକାଲରେ ହେବ ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏସସିବିକୁ ଗୁରୁତ୍ୱ ଦିଆଯିବ । ୫ ହଜାର କିଟ୍‌କୁ ନେଇ କୋଭିଡ ପରୀକ୍ଷା…

ଓଡ଼ିଶା ଏମ୍‌ଏଲ୍‌ଏ କୋଭିଡ୍‌ ପଜେଟିଭ୍‌ ବାହାରିବା ପରେ ସଂଘ ରୋଧରେ ରହିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ…

ଭୁବନେଶ୍ୱର(କେନ୍ୟୁଜ୍‌) : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସଂଘରୋଧରେ ରହିବେ ବୋଲି ସୋମବାର ପ୍ରକାଶ କରିଛନ୍ତି । ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ଜଣେ ଏମ୍‌ଏଲ୍‌ଏଙ୍କୁ ଭେଟି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।…