Below header
Browsing Category

ରାଜ୍ୟ

ରତ୍ନସିଂହାସନରୁ ପଥର ଗାୟବ, ଦେଢଟି ପଦ୍ମ ପାଖୁଡା ନଥିବା ଅଭିଯୋଗ

ପୁରୀ (କେନ୍ୟୁଜ): ରତ୍ନସିଂହାସନରୁ ପଥର ଗାୟବ । ଦେଢଟି ପଦ୍ମ ପାଖୁଡା ନଥିବା ଅଭିଯୋଗ ହୋଇଛି । ପ୍ରତ୍ନତତ୍ୱ ବିଭାଗ ଏହି ପଥର ନେଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ଇପ୍‌ସିତ୍‌ ପ୍ରତିହାରୀ । ଗତକାଲି ରାତି ପହୁଡ ସମୟରେ ଇପ୍‌ସିତ୍‌ ପ୍ରତିହାରୀଙ୍କ ପାଳି ଥିଲା । ଏହି ସମୟରେ ସେ…

ସ୍ୱର୍ଗଦ୍ୱାରରେ ବିଲୀନ ହେଲା ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀର, ପୁଅ ବିଜୟ ଦେଲେ ମୁଖାଗ୍ନି

ସ୍ୱର୍ଗଦ୍ୱାରରେ ବିଲୀନ ହୋଇଛି ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀର । ତାଙ୍କ ପୁଅ ବିଜୟ ମୁଖାଗ୍ନି ଦେଇଛନ୍ତି । ଆଜି ବିଧାନସଭା ପରିସରକୁ ନିଆଯାଇଥିଲା ବିଷ୍ଣୁଙ୍କ ମର ଶରୀର । ଏହାପରେ ଜନ୍ମମାଟି ଜଗତସିଂହପୁରକୁ ନେବାବେଳେ ବାଟରେ ଶହଶହ ସଂଖ୍ୟାରେ ଶୁଭେଛୁ ଶେଷଦର୍ଶନ କରିଥିଲେ । ଆଉ ନାହାନ୍ତି…

ଯୁବତୀ ଅସଦାଚରଣ ଘଟଣା : ହାଜର ହେବା ପାଇଁ ମହିଳା ଥାନାରୁ ଆୟୁଷ ନିର୍ଦ୍ଦେଶକଙ୍କୁ ନୋଟିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣେ ଠିକା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ଅଡୁଆରେ ଫସିଥିବା ଆୟୁଷ ନିର୍ଦେଶକଙ୍କୁ ନୋଟିସ । ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କ ବିରୋଧରେ ଜଣେ…

୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ସହରାଞ୍ଚଳ ସଟ୍‌ଡାଉନ୍‌, ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ଚଳିତ ନଅ ତାରିଖ ଠାରୁ ତେର ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଟ୍ବିଟ୍ କରି ଜିଲ୍ଲାପାଳ ଏହି ସୂଚନା ଦେବା ସହ ବ୍ରହ୍ମପୁର ମହାନଗର, ସମସ୍ତ ଏନ୍ ଏ ସି ଅଞ୍ଚଳ ଏବଂ ବ୍ଲକ ହେଡ୍ କ୍ବାଟର ଅଞ୍ଚଳରେ ଲୋକଙ୍କ…

୭ ଜଣ କର୍ମଚାରୀ କରୋନା ପଜିଟିଭ ପରେ ସିଲ ହେଲା ଟେକ ମହିନ୍ଦ୍ରା ଅଫିସ

ଭୁବନେଶ୍ଵର(କେନ୍ୟୁଜ ବ୍ୟୁରୋ): ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରୁ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ସାନିଟାଇଜେସନ କରାଯାଇ ମଙ୍ଗଳବାର ବିଏମସି ଟେକ୍ ମହିନ୍ଦ୍ରା ଲିମିଟେଡର କାର୍ଯ୍ୟାଳୟକୁ ସିଲ୍ କରିଛି । ସୂଚନା ଅନୁଯାୟୀ କମ୍ପାନୀର ୬୭ ଜଣ କର୍ମଚାରୀଙ୍କୁ ୧୪ ଦିନ ପାଇଁ ହୋମ…

ଓଡ଼ିଶାର ପ୍ରଥମ ଇକୋ ଭିଲେଜ୍‌ ସୃଷ୍ଟି କଲେ ଏହି ଫରେଷ୍ଟ ଅଫିସର, ଗ୍ରାମବାସୀଙ୍କୁ ୨ କୋଟି ରୋଜଗାର କରାଇବାରେ ସାହାଯ୍ୟ…

ସାତକୋଶିଆ ନିକଟବର୍ତ୍ତୀ ମହାନଦୀ କୂଳରେ ଅବସ୍ଥିତ ଏହି ଛୋଟିଆ ଗାଁ ହେଉଛି ମୁଦୁଲିଗାଡିଆ । ଗାଁ ଟି ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଥିବା ବେଳେ ମାତ୍ର ୩୫ ଘରକୁ ନେଇ ଗାଁଟି ଗଠିତ । ୨୦୧୯ରେ ଗାଁଟି ଇକୋ ଭିଲେଜର ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ପ୍ରଦୂଷଣ ଶୂନ୍ୟ ଏହି ଗାଁଟି ଆତ୍ମ…

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୧୭ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କ ପାଇଁ  ଖୁସି ଖବର । ଆଜି ସୁସ୍ଥ ହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି  ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୬ ଜଣ, ଖୋର୍ଦ୍ଧାରୁ ୧୮ ଜଣ, ବାଲେଶ୍ଵରରୁ ୧୬ ଜଣ, ମୟୁରଭଞ୍ଜରୁ ୧୫ ଜଣ, ବରଗଡ଼ରୁ…

ଏକତରଫା ପ୍ରେମର କରୁଣ ପରିଣତି: ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ହତ୍ୟା, ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ):  ଏକତରଫା ପ୍ରେମର କରୁଣ ପରିଣତି । ବିଫଳ ପ୍ରେମିକର ଉନ୍ମକ୍ତ କାଣ୍ଡ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁରରେ ଘଟିଥିବା ଶିକ୍ଷୟିତ୍ରୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଆଜି ଗିରଫ କରିଛି । ମୁଖ୍ୟ…

କେନ୍ଦ୍ରାପଡା: ବାଲିସୁଆଁ ଗ୍ରାମରୁ ବିରଳ ଧଳା ରଙ୍ଗର ସାପ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ ୧୦ ଟା ସମୟରେ ଏକ…

ଆଜି ଭୁବନେଶ୍ୱରରୁ ୨୯ ଜଣ ଓ କଟକରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ବଢୁଛି ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୨୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ଏମାନଙ୍କ ଭିତରେ ୧୪ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଥିବା ବେଳେ ୧୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଜଣେ କରୋନା ଯୋଦ୍ଧା । ସୂଚନା ଅନୁଯାୟୀ…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ଗିରଫ ହେଲେ ଡାକ୍ତର ଦେବାଶିଷ ବୋଷ

ସୁନ୍ଦରଗଡ(କେନ୍ଯୁଜ୍): ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଗିରଫ । ବୀରମିତ୍ରପୁର ସରକାରୀ ଡାକ୍ତର ଦେବାଶିଷ ବୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବେଆଇନ ଗର୍ଭପାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଉକ୍ତ ଘଟଣା ଘଟିବା ପରଠାରୁ ଫେରାର ଥିଲେ ଡାକ୍ତର…

ବାଲୁକା କଳା ମାଧ୍ଯମରେ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଭାରତୀୟ କ୍ରୀକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ୍‌ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ। ଆଜି ଧୋନୀ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମଗ୍ରହଣ କରିିଥିବା ଧୋନୀଙ୍କୁ ତାଙ୍କ ଜନ୍ମ…