Browsing Category

ରାଜ୍ୟ

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣଙ୍କୁ ଗିରଫ କଲା ଜଟଣୀ ପୋଲିସ

ଖୋର୍ଦ୍ଧା(କେନ୍ଯୁଜ୍): ଡକାୟତି ଯୋଜନା କରୁଥିବା ବେଳେ ଜଟଣୀ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ବିଳମ୍ବିତ ରାତିରେ ଗଙ୍ଗପଡା ପାର୍କିଂ ଏରିଆରେ ଡକାୟତି ନିମନ୍ତେ ମାରଣାସ୍ତ୍ର ଧରି ପ୍ରସ୍ତୁତ ହେଉଥିବା ବେଳେ ଜଟଣୀ ଥାନା ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏସଆଇ ବିମଳ…

ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ, ଗଞ୍ଜାମରୁ ସର୍ବାଧିକ ୬ମୃତ

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୯  ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୬ଜଣଙ୍କର ମୃତ୍ଯୁ…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୧୭…

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର…

କେନ୍ଦ୍ରାପଡ଼ା ବିରୂପା ନଦୀ ପଠାରେ ଘୁଷୁରୀ ଖାଇବାକୁ ଆସି ଫଶିଲା କୁମ୍ଭୀର

ରାଜନଗର: ଘୁଷୁରୀ ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲ ଭିତରେ କୁମ୍ଭୀରଟି ଫଶିଯାଇଛି। ଗତକାଲି କୁମ୍ଭୀରଟି ଏକ ଘୁଷୁରୀକୁ ପାଣି ଭିତରକୁ ଟାଣି ନେଇଥିଲା। ଏହାପରେ ଅଧାଖିଆ ଅବସ୍ଥାରେ ଛାଡି ଚାଲିଯାଇଥିଲା। ଏହାପରେ ପୁଣି ସନ୍ଧ୍ୟାରେ…

ଭଦ୍ରକ ପଳସା ବଜାରରେ ଥିବା ଏସବିଆଇ ଏଟିଏମ୍‌ ଭାଙ୍ଗିଲେ ଦୁର୍ବୁତ୍ତ, ଟଙ୍କା ଚୋରି ହୋଇଛି କି ନାହିଁ ଚାଲିଛି ତଦନ୍ତ

ଭଦ୍ରକ: ପୁଣି ଭଦ୍ରକରେ  ଏଟିଏମ୍‌ ଭାଙ୍ଗିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଥାନା ପଳସା ବଜାରରେ ଥିବା ଏସବିଆଇ ଏଟିଏମ୍‌ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଏଟିଏମ୍‌ ନିକଟରେ ଗୋଟିଏ ଶାବଳ ଜବତ ହୋଇଛି । ତେବେ ଏଟିଏମରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ…

ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ

ମାଲକାନଗିରି: ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ । ଅଘଟଣ ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ପେଡାବାୟାଲୁ ମଣ୍ଡଳମର ଚିନ୍ତାଲାଭେଦି ଜଙ୍ଗଲରେ । ମୃତକ ଦୁଇଜଣ ହେଲେ ମୋଣ୍ଡିପାଲ୍ଲୀ ଗାଁର ମୋହନ…

ଆଜିଠାରୁ ଭୁବନେଶ୍ୱର ଓ କଟକରୁ ପୁଣି ଆରମ୍ଭ ହେଲା ‘ମୋ ବସ୍’ ଚଳାଚଳ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଛି । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩,…

ଆବାସ ଯୋଜାନାରେ ଆସିଲା ଘର ହେଲେ ପାଇ ପାରିଲେନି ହିତାଧିକାରୀ: ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ୍

ସୋରଡା : ଆବାସ ଯୋଜାନାରେ ଆସିଲା ଘର। ମାତ୍ର ହିତାଧିକାରୀ ପାଇ ପାରିଲେନି ଏହାର ସୁଫଳ। ଏହାର ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ। ଘର କାମ ପାଇଁ ସାମଗ୍ରୀ ଆଣିଲେ ଜିଆରଏସ। ଘରି ତିଆରିବି ଆରମ୍ଭ ହେଲା। ହିତାଧିକାରୀଙ୍କ ଖାତାକୁ ଘରି ତିଆରି ପାଇଁ ଟଙ୍କା ଆସିଲା। ଆଉ ଏହି ଟଙ୍କାକୁ…

ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣ ଗିରଫ, ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ…

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି…

ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ। ତେବେ ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ଏଣିକି ହୋଟେଲରେ ଥିବା ରେଷ୍ଟୁରାଣ୍ଟ ଗୁଡିକ କେବଳ ସମ୍ପୃକ୍ତ ହୋଟେଲରେ ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ।…

ମାହାଙ୍ଗା: ଗହ୍ମା ପୂର୍ଣ୍ଣିମାରେ ଗୋ ହତ୍ୟା ଅଭିଯୋଗ, ଜଣକୁ ଗିରଫ କଲା ପୋଲିସ

ମାହାଙ୍ଗା(କେନ୍ୟୁଜ୍):  ଗହ୍ମା ପୂର୍ଣ୍ଣିମାରେ ଗୋ ହତ୍ୟା ଅଭିଯୋଗ। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଗିରଫ ହୋଇଛନ୍ତି।  ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ପଞ୍ଚାୟତ ମଲ୍ଲିକପୁର ଗାଁରେ।  ଏହି ଅଞ୍ଚଳରେ ଥିବା ଏକ ବେଆଇନ୍ କଂସେଇଖାନାକୁ କୁମୁଡ଼ା ଜୟପୁର…

ହଜିଲା ବଳଦ ଖୋଜିଲା ଠେଇ, ମାସ୍କ ଚେକିଂ କରୁ କରୁ ଧରାପଡିଲା ବାଇକ ଚୋରିର ବଡ ରାକେଟ

ସୋର(କେନ୍ୟୁଜ୍):ସୋର ପୋଲିସର ବଡ ସଫଳତା । ବାରମ୍ବାର ସୋର ଅଞ୍ଚଳରେ ବାଇକ ଚୋରି ହେଉଥିବା ବେଳେ ସୋର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ଟିମରେ ଏଏସଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାର୍ଲୋ ବିଭିନ୍ନ…