ଭଦ୍ରକ ପଳସା ବଜାରରେ ଥିବା ଏସବିଆଇ ଏଟିଏମ୍‌ ଭାଙ୍ଗିଲେ ଦୁର୍ବୁତ୍ତ, ଟଙ୍କା ଚୋରି ହୋଇଛି କି ନାହିଁ ଚାଲିଛି ତଦନ୍ତ

ଭଦ୍ରକ: ପୁଣି ଭଦ୍ରକରେ  ଏଟିଏମ୍‌ ଭାଙ୍ଗିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଥାନା ପଳସା ବଜାରରେ ଥିବା ଏସବିଆଇ ଏଟିଏମ୍‌ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଏଟିଏମ୍‌ ନିକଟରେ ଗୋଟିଏ ଶାବଳ ଜବତ ହୋଇଛି । ତେବେ ଏଟିଏମରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.