ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ

ମାଲକାନଗିରି: ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଚାଲିଗଲା ଦୁଇ ନୀରୀହ ଆଦିବାସୀଙ୍କ ଜୀବନ । ଅଘଟଣ ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ପେଡାବାୟାଲୁ ମଣ୍ଡଳମର ଚିନ୍ତାଲାଭେଦି ଜଙ୍ଗଲରେ । ମୃତକ ଦୁଇଜଣ ହେଲେ ମୋଣ୍ଡିପାଲ୍ଲୀ ଗାଁର ମୋହନ ରାଓ ଓ ଅଜୟ କୁମାର । ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ମାନେ ଲ୍ୟାଣ୍ଡମାଇନ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.