Browsing Category

ରାଜ୍ୟ

ଆଗଷ୍ଟ ୯ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ ହେବେ ଯାଜପୁରର ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀ 

ଯାଜପୁର (କେନ୍ୟୁଜ): ଆସନ୍ତାକାଲି ଅଗଷ୍ଟ ୯ କ୍ରାନ୍ତି ଦିବସ । ଏହି ଦିବସରେ ଓଡିଶାର ୧୦ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନୀତ କରାଯିବ । ସମ୍ମାନ ପାଇବାକୁ ଥିବା ୧୦ଜଣଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲାର ଦୁଇ ସଂଗ୍ରାମୀ ନୀଳମଣି ସାମଲ ଓ ଦଧିଚି ସାହୁ ।…

ଖୋର୍ଦ୍ଧା: ବାଣପୁରରେ ବଢୁଛି କରୋନା, ବ୍ଲକ୍ ଓ ଏନଏସିକୁ ସଟଡାଉନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ପ୍ରଶାସନର…

ଟାଙ୍ଗୀ(କେନ୍ୟୁଜ୍):  ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।   ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ଜନସାଧାରଣରେ ଆଲୋଚନା ଚାଲିଛି।…

ମିଶନ୍ ଗଗନାୟନ: ଓଡିଶାରୁ ମନୋନିତ ହୋଇଥିବା ୱିଙ୍ଗ କମାଣ୍ଡର ନିଖିଲ ରଥ ଋଷିଆରେ ସାରିଲେ ପ୍ରାଥମିକ ପର୍ଯ୍ୟାୟଟ୍ରେନିଂ

କେନ୍ୟୁଜ୍(ବ୍ୟୁରୋ): ଭାରତର ପ୍ରଥମ ମାନବ ମହାକାଶ ମିଶନ-ଗଗନାୟାନ ପାଇଁ ଋଷିଆରେ ପ୍ରାଥମିକ ପର୍ଯ୍ୟାୟଟ୍ରେନିଂ ନେଇଛନ୍ତି ୱିଙ୍ଗ କମାଣ୍ଡର ନିଖିଲ ରଥ । ଋଷିଆର ଗାଗରିନ ମହାକାଶଚାରୀ ଟ୍ରେନିଂ ସେଣ୍ଟରରେ ତାଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ ହୋଇଛି । ଗଗନାୟନ ପାଇଁ ଗତ ସେପ୍ଟେମ୍ବରରେ…

ବେଫିକର ହୋଇ କଲିକତାରୁ ଆନ୍ଧ୍ର ଯାଉଥିଲା ଗୋମାଂସ କଣ୍ଟେନର, ଯାଜପୁରରେ ଜବତ ହେଲା ଗାଡି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ କନ୍ତପଡା ଛକ  ନିକଟରୁ ଚୋରା ଗୋମାଂସ କଣ୍ଟେନର ଜବତ। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଏକ ଦଶଚକିଆ କଣ୍ଟେନର ଗାଡିରେ ୨୦ଟନ ପାଖାପାଖି ଚୋରା ଗୋମାଂସ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କାର୍ଯ୍ୟକାର୍ତ୍ତା ମାନେ…

ଯାଜପୁର: ଭଉଣୀ ଘରକୁ ବୁଲି ଆସିବା ହେଲା କାଳ, କୂଅରେ ବୁଡି ଚାଲିଗଲା ନାବାଳିକାର ଜୀବନ

ଯାଜପୁର (କେନ୍ୟୁଜ): କୂଅରେ ବୁଡି ଚାଲିଗଲା ନାବଳିକାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଖର ଗ୍ରାମରେ। ମୃତ ନାବାଳିକା ଜଣକ ହେଲେ ଚୌଦ୍ୱାର ଥାନା ଗୋଡିପାଟଣା ଗ୍ରାମର ଶୁକଦେଵ ଜେନାଙ୍କ ୧୫ବର୍ଷର ଝିଅ ନିହାରିକା। ସେ କିଛି ଦିନ ହେବ ପାଖର ଗ୍ରାମରେ…

ରାଜ୍ୟରେ ୩୦ ହଜାର ଟପିଲା ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି  ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବଭାଗ। କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଏ ସପ୍ତାହରେ ୧୦୦୦ ପାର କରିଚାଲିଛି କରୋନାରୁ ସୁସ୍ଥ ସଂଖ୍ୟା । ଦିନକୁ ଦିନ…

ଗଜପତି ପରେ ଏବେ କନ୍ଧମାଳ ଜିଲ୍ଲାରେ ବ୍ୟାପିଲାଣି ଗଞ୍ଜେଇ ଚୋରାଚାଲଣ, ୮ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ

କନ୍ଧମାଳ(କେନ୍ୟୁଜ୍):  କରୋନା ସମୟରେ ବେଶ୍ ସକ୍ରିୟ ହୋଇ ପଡିଛନ୍ତି ଚୋରା ଗଞ୍ଜେଇ ବେପାରୀ। ଗଜପତି ଠାରୁ ଆରମ୍ଭ କରି କନ୍ଧମାଳ ପର୍ଯ୍ୟନ୍ତ ସବୁଠି ସକ୍ରିୟ ଚୋରା ଗଞ୍ଜେଇ ଚାଲାଣକାରୀ। ଜଣକ ପରେ ଜଣେ ଧରା ପଡି ଜେଲର ହାୱା ଖାଉଥିଲେ ମଧ୍ୟ ଏଥିପ୍ରତି ଭୟ ରହୁନାହିଁ  କିଛି ଅଭ୍ୟାସଗତ ଚୋରା…

ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା, ଟ୍ବିଟ କରି ନିଜେ ଜଣାଇଲେ

କେନ୍ୟୁଜ୍(ବ୍ୟୁରୋ):  ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା ।  ସେ କରୋନା ଆକ୍ରାନ୍ତ ହୋଇଥିବାର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି । #COVID19 ର ଲକ୍ଷଣ ନ…

ଭଦ୍ରକ: ପୂର୍ବ ଶତୃତା ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ଭୂଜାଲି ଭୁସି ହତ୍ୟା

ଚାନ୍ଦବାଲି(କେନ୍ୟୁଜ୍): ପୂର୍ବ ଶତୃତା ଓ ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରୁ ଆସିଛି ଏପରି ଏକ ଅଭିଯୋଗ। ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ ଜଣ ମିଶି ପ୍ରଥମେ ଚିଙ୍ଗୁଡି…

ଟ୍ୱିନ ସିଟି କରୋନା ଅପଡେଟ: ଭୁବନେଶ୍ୱରରୁ ୧୯୦ ଓ କଟକରୁ ୭୬ ନୂଆ ପଜିଟିଭ କେଶ

ଆଜି ଭୁବନେଶ୍ୱର ମହାନଗର ନିଗମରୁ ୧୯୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଥିବା ବେଳେ…

କୋଭିଡ ସ୍ଥିତି ନେଇ ବିଏମସି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ତରଫରୁ ପ୍ରେସମିଟ୍,ଭୁବନେଶ୍ବରରେ ସୁସ୍ଥତା ହାର ୬୩ ଓ ଗଞ୍ଜାମର…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରର କୋଭିଡ ସ୍ଥିତି ନେଇ ବିଏମସି ତରଫରୁ ପ୍ରେସମିଟ୍। ରାଜଧାନୀ ଭୁବନେଶ୍ବରରେ ସୁସ୍ଥତା ହାର ୬୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ମୁନସିପାଲ କର୍ପୋରେସନର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି  ଦିନକୁ ୧୮୦୦ରୁ ୨୦୦୦ କୋଭିଡ ଟେଷ୍ଟିଂ…

କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଦୁଃଖ, ନିୟମ ପାଳି ଥିଲେ ବି ମିଳୁନି ଡେଥ ସାର୍ଟିଫିକେଟ

କେନ୍ଦ୍ରାପଡା (କେ ନ୍ୟୁଜ):  କରୋନାରେ ସ୍ବାମୀଙ୍କର ମୃତ୍ୟୁ ହେଲା । ଗାଇଡ଼ ଲାଇନ ଅନୁଯାୟୀ ସ୍ବାମୀଙ୍କ ମୃତଦେହକୁ ପରିବାରକୁ ଦିଆନଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶବ ସତ୍କାର କରା ଯାଇଥିଲା । ସ୍ବାମୀଙ୍କ ଠାରୁ ସଂକ୍ରମିତ ହୋଇ ପତ୍ନୀଙ୍କ ସମେତ ପରିବାରର ପୁଅ,ଝିଅଙ୍କୁ ମିଶାଇ ପରିବାରର ୫ ଜଣ…