Browsing Category

ରାଜ୍ୟ

ହଜିଲା ବଳଦ ଖୋଜିଲା ଠେଇ, ମାସ୍କ ଚେକିଂ କରୁ କରୁ ଧରାପଡିଲା ବାଇକ ଚୋରିର ବଡ ରାକେଟ

ସୋର(କେନ୍ୟୁଜ୍):ସୋର ପୋଲିସର ବଡ ସଫଳତା । ବାରମ୍ବାର ସୋର ଅଞ୍ଚଳରେ ବାଇକ ଚୋରି ହେଉଥିବା ବେଳେ ସୋର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ଟିମରେ ଏଏସଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାର୍ଲୋ ବିଭିନ୍ନ…

ରକ୍ଷା କବଚରେ ବନ୍ଧା ହେଲେ କରୋନା ଯୋଦ୍ଧା ଓ ସୁରକ୍ଷା କର୍ମୀ

ନବରଙ୍ଗପୁର (କେ ନ୍ୟୁଜ୍‌) : ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଛନ୍ତି ଯବାନ । ଆଉ ଏବେ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛନ୍ତି କରୋନା ଯୋଦ୍ଧା । ସେଇମାନେ ହିଁ ଆମର ପ୍ରକୃତ ଭାଇ । ସମସ୍ତଙ୍କୁ ଘରେ ରହିବାକୁ କହି ଆମ ସୁରକ୍ଷା ପାଇଁ ନିଜେ ବାହାରେ ବିପଦକୁ ବରଣ କରିଛନ୍ତି । ତେଣୁ ଏ ଭାଇମାନଙ୍କ…

ରାକ୍ଷୀ ପୁର୍ଣ୍ଣିମାରେ ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ରେକର୍ଡ ସଂଖ୍ୟକ ୧୧୧୯ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାକ୍ଷୀ ପୁର୍ଣ୍ଣିମାରେ ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୧୧୯ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଆଜି ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି…

ରାକ୍ଷୀରେ ପଡିଲା କାନ୍ଦ ବୋବାଳି, ବଜ୍ରାଘାତରେ ଲିଭିଗଲା ୩ ଜୀବନ

ଚାନ୍ଦବାଲି (କେନ୍ୟୁଜ୍‌) : ଆଜି ରାକ୍ଷୀ ପୂର୍ଣ୍ଣିମା, ସବୁଆଡେ ଖୁସିର ମାହୋଲ। କିନ୍ତୁ ଆଜିର ଏହି ଦିନ କାହାକୁ ଖୁସି ଦେଇଥିବାବେଳେ କାହାକୁ ଦେଇଛି ଦୁଃଖ। ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ଥାନା…

ଷାଠିଏ ଘଣ୍ଟିଆ ସଟ୍ ଡାଉନ୍‌, ମାଇକ୍‌ରେ ପ୍ରଚାର କରି ଜଣାଇଲେ ମତୋ ସରପଞ୍ଚ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଲୋକାଲ୍ କେସ ବଢିବା ଘଟଣା ଚିନ୍ତାର କାରଣ ହୋଇଛି। ଆଜି ଚାନ୍ଦବାଲି ବ୍ଲକର ମତୋ ପଞ୍ଚାୟତକୁ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ମତୋ ଓର୍ଡ…

ଆସନ୍ତାକାଲି ଠାରୁ ଭୁବନେଶ୍ବର ଗଡ଼ିବ ମୋ ବସ୍, ୮ଟି ରୁଟ୍‌ରେ ଚାଲିବ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଠାରୁ ଭୁବନେଶ୍ବର ଗଡ଼ିବ ମୋ ବସ୍‌ । କରୋନା କଟକଣାରେ ଗଡିବ ମୋ ବସ୍।   ଲକ୍‌ଡାଉନ ପରେ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା । ୮ଟି ରୁଟ୍‌ରେ ଚାଲିବ ମୋ ବସ୍‌ । ଅଣ  ଏସି ବସ୍ ଏହି ୮ଟି ରୁଟରେ ଯିବାଆସିବା କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।  ।…

ପାଣିପାଗ : ସନ୍ଧ୍ୟାରେ ପ୍ରବଳ ବର୍ଷା, ଅପରାହ୍ନରୁ ସନ୍ଧ୍ୟା ଯାଏ ବଜ୍ରପାତରେ ୫ରୁ ଅଧିକ ମୃତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରବଳ ଗୁଳୁଗୁଳି ଓ ଗରମ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ଗରମରୁ ତ୍ରାହି ମିଳିବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡ଼ ସହ ପ୍ରବଳ ବର୍ଷା ହୋଇଛି । ସେହିପରି ରାଜ୍ୟର…

ମରିନାହିଁ ମଣିଷ ପଣିଆ, ରାସ୍ତାରେ ପଡିଯାଇଥିବା ଡାକ୍ତରାଣୀଙ୍କ ଭ୍ୟାନିଟକୁ ପାଇ ଫେରାଇଲେ ଏହି କରୋନା ଯୋଦ୍ଧା

ଭୁବନେଶ୍ବର(କେନ୍ୟୁଜ୍):ପୁଣି ମାନବିକତା ଦେଖାଇଲେ କରୋନା ଯୋଦ୍ଧା। ଆଉ ଜଣେ କରୋନା ଯୋଦ୍ଧାଙ୍କ ହଜି ଯାଇଥିବା ଭ୍ୟାନିଟକୁ ଫେରାଇ ମାହାନତାର ଉଦାହାରଣ ସାଜିଛନ୍ତି ଟ୍ରାଫିକ୍ ଏସଆଇ ଶୁଭାଶିଷ ସାହୁ । ଏହି ଯୋଦ୍ଧାଙ୍କ ଏଭଳି ନିଷ୍ଠାପର ଓ ପରୋପକାର ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି ନିଜ…

ରାଜଧାନୀ ଭୁବନେଶ୍ବରରେ ୮୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇ ଘରକୁ ଫେରିଲେ ୧୦୭

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ଠାରୁ  ବଳି ପଡିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟା ଭିତରେ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।  ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଟି କ୍ବାରେଣ୍ଟାଇନ ଓ …

ରାକ୍ଷୀ ବାନ୍ଧିବା ପରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ସୋର (କେନ୍ୟୁଜ୍‌) : ରାକ୍ଷୀ ଭିଜିଗଲା ଆଖି ଲୁହରେ । ଇଏ ସିନେମା କାହାଣୀ ନୁହେଁ । ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ । ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଜଣେ ପୁଅ ଓ ଜଣେ ଝିଅ । ତେବେ ଅତି ଦୁଃଖଦ ଘଟଣା ହେଉଛି ରାକ୍ଷୀ…

ଜାତୀୟ ରାଜପଥ ଡାଇଭର୍ସନ ଜାଣି ପାରିଲାନି ସ୍କର୍ପିଓ ଡ୍ରାଇଭର, ଟ୍ରକ୍‌ ପଛରୁ ପିଟି ୨ ମୃତ

ସୋର (କେ ନ୍ୟୁଜ୍‌) : ଆସୁଥିଲେ ରୋଗ ଭଲ କରିବା ପାଇଁ । ହେଲେ ବାଟରୁ ମୃତ୍ୟୁ ନେଇଗଲା ତାଙ୍କୁ । ଏକ ଟ୍ରକ୍ ପଛ ପଟକୁ ଧକ୍କା ଦେଲା ସ୍କର୍ପିଓ । ଆଉ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ନିକଟ ୧୬ନଂ ଜାତୀୟ…

ଆଜି ସିଏମସିରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ

କଟକ(କେନ୍ୟୁଜ୍):  ସିଏମସିର ଚିନ୍ତା  ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ।  ଆଜି ସିଏମସିରେ ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ହୋମ୍‌ କ୍ୱାରେଣ୍ଟାଇନ୍‌ କେସ୍‌ ରହିଛି ୭୬ । ଲୋକାଲ କଣ୍ଟାକ୍ଟ କେସ୍‌ ୮ଟି ରହିଛି । ନୂଆ ୮୭ ମାମଲା ସହ ସିଏମସିର ମୋଟ ଆକ୍ରାନ୍ତ…