Below header

ପୁଣି ରାଜ୍ଯରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୩୦୩କୁ ବୃଦ୍ଧି

କେନ୍ଯୁଜ୍:  ଆଜି ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୩୦୩ ଛୁଇଁଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ନୟାଗଡରୁ ୧୩, ବାଲେଶ୍ବର ୧୩, କଟକ ୨୦, ଜଗତସିଂହପୁର ୧, ଅନୁଗୁଳ ୧, ଢେଙ୍କାନାଳ ୩, ଭଦ୍ରକ ୪, କଳାହାଣ୍ଡି ୬, କେନ୍ଦୁଝର ୨, ଗଂଜାମ ୩୨, ସୁନ୍ଦରଗଡ ୧୨, କେନ୍ଦ୍ରାପଡା ୧୦, ଝାରସୁଗୁଡା ୧, ବରଗଡ ୧, ବଲାଙ୍ଗିର ବ, ସମ୍ବଲପୁରରୁ ୫ ଜଣ ଏବଂ ଏନଡିଆରଏଫ୍ ଟିମରୁ ୨ଜଣ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.