କରୋନା ଭାଇରସ

ବାଲେଶ୍ବର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଲକ୍ ଡାଉନ ସମୟରେ ସହରର ସମସ୍ତ ଭିକ୍ଷୁକ ମାନଙ୍କୁ ରହିବା,ଖାଇବା ଦେବା ସହ ଯୋଗାଇ ଦେଉଛି ଉଚିତ୍ ସ୍ୱାସ୍ଥ୍ୟସେବା

ବାଲେଶ୍ବର: ଲକ୍ ଡାଉନରେ ସାରା ଦେଶ ଏବେ ସ୍ତବ୍ଧ । ଯେଉଁଥିରେ ବିଶେଷ ସମସ୍ଯାରେ ପଡିଛନ୍ତି ପ୍ରତିଦିନ ପରର ହାତ ଟେକାରେ ଚଳୁଥିବା ଗରିବ ଲୋକମାନେ । ଯାହାଙ୍କୁ ଏବେ ଦିନକୁ ବେଳାଏ ଖାଇବା ମୁଠାଏ ପାଇବା ବେଶ୍ କଷ୍ଟକର ହୋଇପଡିଛି । ଏସବୁକୁ ଦେଖିବା ପରେ ଉଚିତ୍ ପଦକ୍ଷପ ନେଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିକ୍ଷୁକ ମାନଙ୍କୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

କରୋନା କଟକଣାକୁ ନେଇ ବାଲେଶ୍ବର ସହରର ଗଳି କନ୍ଦି,ଷ୍ଟେସନ୍ ଓ ବସଷ୍ଟାଣ୍ଡରେ ବୁଲୁଥିବା ସମସ୍ତ ଭିକ୍ଷୁକ ମାନଙ୍କୁ ସଙ୍ଗରୋଧ ଗ୍ରୁହରେ ରଖା ଯାଇଛି । ଭିକ୍ଷୁକଙ୍କୁ ରହିବା,ଖାଇବା ଓ ସ୍ୱାସ୍ଥ୍ୟ ସେବା ପାଇଁ ଉଚିତ୍ ବ୍ଯବସ୍ଥା କରାଯିବା ସହିତ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ବିଶେଷ ଧ୍ଯାନ ଦଆଯାଇଛି ।

Sonalisa

Recent Posts

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

4 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

23 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

31 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

55 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

1 hour ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago