କରୋନା ଭାଇରସ

ଇଂଲଣ୍ଡରେ କୋଭିଡ ୧୯ ଟୀକାର ଟ୍ରାଏଲ, ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଦିଆଗଲା ଭାକସିନ୍‌

ଇଂଲଣ୍ଡ: ଇଂଲଣ୍ଡରେ କୋଭିଡ ୧୯ ଟୀକା ଟ୍ରାଏଲ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଭେକସିନ ଦିଆଯାଇଛି । ମୋଟ ୮୦୦ ଜଣ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ। କିଛି ସପ୍ତାହ ଧରି ଏହି ଟ୍ରାଏଲ ଚାଲିବ। ଅକ୍ପଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟୀକା ବିକଶିତ ହୋଇଛି। ୩ ମାସ ମଧ୍ୟରେ ଟୀକା ବିକଶିତ ହେବ । ପୂର୍ବରୁ ସିମ୍ପାଞ୍ଜି ଦେହରେ ଏହାର ଟ୍ରାଏଲ ସରିଛି। ଏବେ ମଣିଷ ଉପରେ ଏହାର ପ୍ରୟୋଗ କରଯାଇଛି ।

ଟ୍ରାଏଲ ସଫଳ ହେଲେ ବହୁ ପରିମାଣର ଟୀକା ଉପଲବ୍‌ଧ କରାଇ ହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ ୭୦ ବର୍ଷ ବୟସର ଲୋକଙ୍କ ଠାରେ ଏହାର ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ୫ ହଜାର ସ୍ୱେଛାସେବୀଙ୍କ ଦେହରେ ଟ୍ରାଏଲ କରାଯିବ। ତେବେ ଫଳାଫଳ ମିଳିବାକୁ ଆସନ୍ତା ଅକ୍ଟୋବର, ନଭେମ୍ବର ହୋଇଯିବ ବୋଲି ଅକ୍ସଫୋର୍ଡ ଟୀକା ଟ୍ରାଏଲ୍‌ର ମୁଖପାତ୍ର କହିଛନ୍ତି।

KNews Bureau

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

5 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

20 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

28 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

33 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

36 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

50 mins ago