କରୋନା ଭାଇରସ

୭୬ ଦିନ ପରେ ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର, ପ୍ରଥମ ଅନ୍ତର୍ଜାତୀୟ ବିମାନ ଅବତରଣ କରିବା ପରେ ଦିଆଗଲା ଓ୍ଵାଟର ସାଲ୍ୟୁଟ୍‌

ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର । ୭୬ ଦିନ ପରେ ସେଠାରୁ ଉଠିଛି ଲକ୍‌ଡାଉନ୍‌ । ଲକ୍‌ଡାଉନ୍‌ ଉଠିବା ପରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଲୋକେ ରାସ୍ତାରେ ଯାଆସ ଆରମ୍ଭ କରିଛନ୍ତି । ୭୬ ଦିନ ପରେ ଉହାନରେ ଅବତରଣ କରିଛି ପ୍ରଥମ ଅନ୍ତର୍ଜାତୀୟ ବିମାନ । ବିମାନ ଅବତରଣ କରିବା ପରେ ଓ୍ଵାଟର ସାଲ୍ୟୁଟ୍‌ ଦିଆଯାଇଥିଲା ।

କରୋନା ଭାଇରସ୍‌ ବ୍ୟାପିବା ପରେ ଜାନୁଆରୀ ୨୩ ତାରିଖରୁ ସେଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଘର ଭିତରେ ତାଲା ବନ୍ଦ ହୋଇ ରହିଥିଲେ ଶହେ ଦଶ କୋଟି ଲୋକ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକ ଘରୁ ବାହାରୁଥିଲେ । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଥିଲେ ଚୀନ ସରକାର । ଉହାନରେ କରୋନାରେ ୩ ହଜାର ୩ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

8 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

21 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago