କରୋନା ଭାଇରସ

ବାହୁବଳୀ ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍‌ରେ, ଫିଲ୍ମ ସୁଟିଂ ପାଇଁ ଯାଇଥିଲେ ବିଦେଶ

ତେଲ୍‌ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍‌ରେ ଥିବା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ଵତି ନେଇଛନ୍ତି ।

କରୋନା ସଂକ୍ରମଣର ଭୟାବହତାକୁ ଦେଖି ମୁଁ ଯେପରି କ୍ୱାରେଣ୍ଟାଇନ୍‌ରେ ରହିଛି ଆପଣମାନେ ସମସ୍ତେ ଆବଶ୍ୟକୀୟ ସୁରକ୍ଷା ଗ୍ରହଣ କରିବେ ବୋଲି ପ୍ରଶଂସକଙ୍କୁ କହିଛନ୍ତି ।

ପ୍ରଭାସ ଛତ୍ରପତି, ଚକ୍ରମ୍‌, ବିଲା, ଡାର୍‌ଲିଙ୍ଗ ଓ ବାହୁବଳୀ ଆଦି ଫିଲ୍ମରେ ବେଶ୍‌ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ହୃଦୟ ଜୟ କରିପାରିଥିଲେ ।

ତାଙ୍କର ଆଗାମୀ ଫିଲ୍ମ ‘ପ୍ରଭାସ ୨୦’ ନାମରେ ଆସୁଥିବା ଆଶା କରାଯାଉଛି ।

Niharanjan

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

22 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

60 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago