Categories: ମନୋରଂଜନ

ଅମିର ଖାନ୍‌ଙ୍କ ଝିଅ ଇରା ଜଙ୍ଗଲରେ କଲେ ନିଜର ଫଟୋଶୁଟ୍‌, ସୋସିଆଲ ମିଡିଆରେ ହେଲା ଭାଇରାଲ

ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି। ସେ ନିଜ ଫଟୋ ଏବଂ ଭିଡିଓଗୁଡ଼ିକୁ ଶେୟାର କରିବାରେ ଲାଗିଥାଆନ୍ତି। ଏବେ ଇରା ନିଜ ଫଟୋଶୁଟ୍‌ର ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଇରାଙ୍କୁ ହଟ୍‌ ଅବତାରରେ ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ପ୍ରିୟଙ୍କା-ନିକ୍‌ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍‌ ଡଲାର!

 

ସବୁବେଳେ ସମ୍ପଲ୍‌ ଲୁକ୍ସରେ ନଜରରେ ଆସୁଥିବା ଅମିର ତନୟା ଏଥିରେ ଖୁବ୍‌ ଗ୍ଲାମରସ୍‌ ଏବଂ ହଟ୍‌ ଲାଗୁଛନ୍ତି। ଇରାଙ୍କ ଲାଟେଷ୍ଟ ଫଟୋରେ ସେ କୌଣସି ଏକ ଜଙ୍ଗଲ ଅଞ୍ଚଳରେ ନଜର ଆସିଛନ୍ତି। କିନ୍ତୁ ତାଙ୍କ ହଟ୍‌ନେସ୍‌ ସମସ୍ତଙ୍କୁ ଆକର୍ଷିତ କରୁଛି।

ଏହାସହ ପଢ଼ନ୍ତୁ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା, ଫଟୋ ଦେଖି ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଅନ୍ୟ ଷ୍ଟାର୍‌ କିଡ୍‌ସଙ୍କ ଭଳି ଇରା ଖାନ୍‌ ବଲିଉଡ୍‌ରେ ଆକ୍ଟିଭ୍‌ ନାହାନ୍ତି, ବରଂ ସେ ନିର୍ଦ୍ଦେଶନାରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପୂରା ପ୍ରସ୍ତୁତିରେ ରହିଛନ୍ତି। ଇରା ଏକ ପ୍ଲେର ନିର୍ଦ୍ଦେଶନା ଦେଇଛନ୍ତି, ଯାହାର ପ୍ରିମିୟର ଆସନ୍ତା ଡିସେମ୍ବରରେ କରାଯିବ। ତାଙ୍କର ଏହି ପ୍ଲେ ଗ୍ରୀକ୍‌ ଷ୍ଟୋରୀ ଉପରେ ଆଧାରିତ ରହିଛି। ଏଥିରେ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ହେଜର କିଚ୍‌ ଲିଡ୍‌ ରୋଲରେ ରହିବେ। ନିକଟରେ ଇରା ହେଜରଙ୍କ ଫାଷ୍ଟ୍‍ ଲୁକ୍‌ ରିଲିଜ୍‌ କରିଥିଲେ।

Roshni

Recent Posts

ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର…

10 mins ago

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ…

25 mins ago

ବରୁଣ ଧଓ୍ଵନ ଝିଅର ପ୍ରଥମ ଝଲକ ସେୟାର କରି ସେଲିବ୍ରେଟ୍‌ କଲେ ‘ଫାଦର୍ସ ଡେ’

ନିକଟରେ ବରୁଣ ଧୱନ ଏବଂ ନତାଶା ଦଲାଲ ଏକ ସୁନ୍ଦର ଝିଅର ମା’ ଓ ବାପା ହୋଇଛନ୍ତି । ବିବାହର…

25 mins ago

ବର୍ଷକରେ କେତେଥର ଏସି ସର୍ଭିସିଂ କରିବା ଉଚିତ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦକ୍ଷତା ଏବଂ ଜୀବନକାଳ ବୃଦ୍ଧି ପାଇଁ ଏୟାର କଣ୍ଡିସନର (AC) ର ନିୟମିତ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷକୁ…

52 mins ago

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ…

1 hour ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

1 hour ago