ମନୋରଂଜନ

ଲିଙ୍କରେ କ୍ଲିକ୍‌ କରି ଦେଢ଼ ଲକ୍ଷ ହରାଇଲେ ବଲିଉଡ୍‌ ଅଭିନେତା ଆଫତାବ ଶିବଦାସାନି

ମୁମ୍ବାଇ : ସାଇବର ଠକେଇର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତା ଆଫତାବ୍ ଶିବଦାସାନି । ଆଫତାବଙ୍କୁ ଦେଢ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି । ଏନେଇ ଏବେ ସାଇବର ସେଲ୍‌ ପକ୍ଷରୁ ତଦନ୍ତ ଚାଲିଛି । ଭାରତୀୟ ଦଣ୍ଡ ସଂହିତା- IPC ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା- IT ଅଧିନିୟମ ଅଧୀନରେ ଏକ ମାମଲା ରୁଜୁ କରି ପୋଲିସ୍‌ ଟିକିନିଖି ଯାଞ୍ଚ କରୁଛି ।
ମୁମ୍ବାଇ ସ୍ଥିତ ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, ଅଭିନେତା ଆଫତାବ ଶିବଦାସାନି ନିଜ ମୋବାଇଲରେ ଏକ ମେସେଜ ପାଇବା ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି । ଆଫତାବଙ୍କୁ ଏକ ଅଜଣା ମୋବାଇଲ୍ ନମ୍ବରରୁ ମ୍ୟାସେଜ ଆସିଥିଲା। ଯେଉଁଥିରେ ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ତାଙ୍କର KYC ବିବରଣୀ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେ ମ୍ୟାସେଜରେ ଉଲ୍ଲେଖ କରାଯାଇଥିବା ଲିଙ୍କରେ କ୍ଲିକ୍ କରି ନିର୍ଦ୍ଦେଶନାମା ଅନୁସରଣ କରିଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୯ ହଜାର ୯୯୯ ଟଙ୍କା ଚାଲି ଯାଇଥିଲା।…

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

4 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

23 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago