Categories: ମନୋରଂଜନ

ସବୁ ପରିସ୍ଥିତିରେ ଇଏ ମୋତେ ଆପଣେଇବେ, ପୂରା ଦୁନିଆ ସାମ୍ନାରେ ଏହି ଅଭିନେତା ନେହା କକ୍କଡଙ୍କ ସହିତ କଲେ ଫ୍ଲର୍ଟିଂ

ବଲିଉଡ଼ର ଶ୍ରେଷ୍ଠ ଗାୟିକା ନେହା କକ୍କଡ଼ ଡ଼୍ୟାନ୍ସ ରିୟଲିଟି ଶୋ’ ‘ସୁପର ଡ଼୍ୟାନ୍ସର ସିଜିନ୍-୩’ରେ ଆସିଥିଲେ। ଏହି ଶୋ’ ରେ ଷ୍ଟାଇଲିଷ୍ଟ ସିଙ୍ଗର ନେହାଙ୍କୁ ବହୁତ ଭଲଭାବେ ସ୍ବାଗତ କରାଯାଇଥିଲା। ଏହି ଶୋ’ରେ ରିତ୍ତ୍ବିକ ଧନଜାନୀଙ୍କ ସହିତ ମଞ୍ଚ ପରିଚାଳନା କରୁଥିବା ମାମା ଜୀ ନେହା କକ୍କଡ଼ଙ୍କ ପ୍ରତି ଅଧିକ ଆକର୍ଷିତ ହେବାର ନଜର ଆସିଥିଲେ। ମଞ୍ଚରେ ନେହାଙ୍କ ଏଣ୍ଟ୍ରିରେ ମାମା ଜୀଙ୍କ ମୁହଁରୁ ମିଠା ମିଠା କଥା ଆରମ୍ଭ ହେଉଥିଲା। କଥା କଥାରେ ମାମା ଜୀଙ୍କ ମୁହଁରୁ ଏପରି କିଛି କଥା ବାହାରିଥିଲା ଯାହା ଶୁଣିବା ପରେ ଦର୍ଶକମାନେ ରିଏକ୍ସନ ଦେବା ସହିତ ହସିବାର ନଜର ଆସିଥିଲେ।

ଡ଼୍ୟାନ୍ସ ରିୟଲିଟି ସୋ ରେ ନେହା ରିତ୍ତ୍ବିକଙ୍କ ସହ ମଞ୍ଚ ପରିଚାଳନା କରୁଥିବା କୋ-ଆଙ୍କରଙ୍କୁ ମାମା ଜୀ ବୋଲି ଡ଼ାକୁଥିଲେ। ‘ସେତେବେଳେ ନେହାକୁ ରିତ୍ତ୍ବିକ କହିଲେ ଯେ ଏଠି ତୁମକୁ ଦେଖି କାହାର ହୋସ ଉଡି ଗଲାଣି’। ନେହା ଏହି କଥା ଶୁଣିବା ପରେ ନିଜ ହସକୁ ଅଟକାଇ ପାରିଲେ ନାହିଁ। ସେତେବେଳ ମାମା ଜୀ କହିଲେ ‘ ବହୁତ କଷ୍ଟ ତୁମ ଠାରୁ ଦୁରେଇ ରହି ବଞ୍ଚିବା,। ଏହା ସହିତ ମାମା ଜୀ ପରେ ଏହା କହିଲେ ଯେ,‘ୟେ ମୁଝେ ନେହିଁ ଦେଖ୍ ସକତି ମୁଝେ ଆଖୋଁ ମେ ନମୀ କେ ସାଥ୍ , ୟେ ଆପନାଏଗୀ ମୁଝେ ହର କମି କେ ସାଥ୍‘। ଏହା ଶୁଣିଲା ପରେ ନେହା ଲାଜେଇ ଗଲେ।

ବର୍ତ୍ତମାନ ନେହା କକ୍କଡ଼ ସିଙ୍ଗିଲ୍ ଅଛନ୍ତି। ଏହି କିଛି ଦିନ ହେବ ତାଙ୍କର ବ୍ରେକଅପ ହୋଇଛି। ହିମାଂଶୁ କୋହଲୀଙ୍କ ସହିତ ନେହା କକ୍କଡ଼ ରିଲେଶନସିପରେ ଥିଲେ। ରିୟାଲିଟି ସୋ ଇଣ୍ଡିଆନ ଆଇଡ଼ଲର ମଞ୍ଚରେ ଦୁଇଜଣ ପରସ୍ପର ଭଲପାଇବା କଥା କହିଥିଲେ। ସୋ ରେ ହିମାଂଶ ନେହାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। କିନ୍ତୁ ସୋ ଶେଷ ହେବା ପରେ ପରେ ନେହାଙ୍କର ହିମାଂଶଙ୍କ ସହିତ ବ୍ରେକଅପ ହୋଇଯାଇଥିଲା। ଖବର ମୁତାବିକ ନେହା ଏବଂ ହିମାଂଶ ଗୋଟେ ସୋ ରେ ପ୍ରତିଯୋଗୀ ଥିବା କାରଣରୁ ଦୁହିଁଙ୍କ ମଧ୍ୟରେ ଦୂରତା ହୋଇଥିଲା।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

10 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

27 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

49 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

52 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago