Categories: ମନୋରଂଜନ

ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ କାଜଲ, ଭାଇରାଲ ହେଉଛି ଫଟୋ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ବଲିଉଡ଼ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇବାରେ ବ୍ୟସ୍ତ। ସିଙ୍ଘମ୍‌ ଫିଲ୍ମ ଜରିଆରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା କାଜଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଗ୍ରାର ତାଜମହଲ ସାମ୍ନାରେ ଉଠାଯାଇଛି।

ମଙ୍ଗଳବାର କାଜଲ ପରିବାର ସହ ପ୍ରଥମ ଥର ପାଇଁ ତାଜମହଲ ଭ୍ରମଣରେ ଯାଇଥିଲେ। ତାଜମହଲର ସୌନ୍ଦର୍ଯ୍ୟକୁ ସେ ମନ ଭରି ଉପଭୋଗ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ସକାଳର ପହିଲି କିରଣର ସ୍ପର୍ଶ ବେଳେ କାଜଲ ତାଜ୍‌ ପରିଦର୍ଶନ କରିଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହାସହ ପଢ଼ନ୍ତୁ: ସିଦ୍ଧୁଙ୍କ ନାଁ ନେଇ ଚିଡ଼ାଉଥିବା ବେଳେ କପିଲ୍‌ ଓ ଟିମ୍‌କୁ ଏମିତି ରିଆକ୍ସନ୍‌ ଦେଲେ ଅର୍ଚ୍ଚନା,ଦେଖନ୍ତୁ ଭିଡ଼ିଓ

ସେ ଡାଏନା ବେଞ୍ଚ୍‌ରେ ବସି ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ବାପାଙ୍କ ସହ ଏ ଅବସରରେ କାଜଲ ସେଲ୍‌ଫି ମଧ୍ୟ ନେଇଛନ୍ତି।

ତାଜ୍‌ ଭ୍ରମଣ ବେଳର ଫଟୋ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରି କାଜଲ ଲେଖିଛନ୍ତି ଯେ ପୂର୍ବରୁ ମୁଁ କେବଳ ତାଜମହଲର ମନୋରମ ସୁନ୍ଦରତା ବିଷୟରେ ଶୁଣିଥିଲି। ଆଜି ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ଭ୍ରମଣ ସବୁବେଳ ପାଇଁ ସ୍ମୃତି ହୋଇ ରହିବ ବୋଲି କାଜଲ ଲେଖିଛନ୍ତି।

WCW 11

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

4 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

20 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

29 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

37 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

54 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago