ମନୋରଂଜନ

ରିଲିଜ୍‌ ହେଲା ଫିଲ୍ମ ରାମ ସେତୁର ଆନ୍ଥେମ୍‌ ସଙ୍ଗ୍‌, ଗୀତ ଶୁଣି ଲୋକେ କହିଲେ ଟାଙ୍କୁରୀ ଉଠୁଛି ଲୋମ

ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଅପକମିଙ୍ଗ ଫିଲ୍ମ ରାମ ସେତୁର ଆନ୍ଥେମ୍‌ ସଙ୍ଗ୍‌ ଲଞ୍ଚ୍‌ ହୋଇଛି। ଏହି ମଉକାରେ ଅକ୍ଷୟ କୁମାର ସମସ୍ତଙ୍କ ମନ ଜିତିଛନ୍ତି। ଲଞ୍ଚ୍‌ ସମୟରେ ଅକ୍ଷୟ କୁମାର ନାକେବଳ ଏହି ଗୀତକୁ ଗାଇଛନ୍ତି ବରଂ ଏହାକୁ ଗାଇବା ପୂର୍ବରୁ ଏକ ବହୁତ ଖାସ୍‌ ଜିନିଷ ଉପରେ ବିଶେଷ ଧ୍ୟାନ ବି ଦେଇଛନ୍ତି। ଅକ୍ଷୟଙ୍କ ଏହି ଭାବ ପାଇଁ ସୋସିଆଲ ମିଡିଆରେ ପ୍ରଶଂସାରେ ସୁଅ ଛୁଟୁଛି। କେବଳ ଏତିକି ନୁହେଁ ଏହି ଗୀତକୁ ଦେଇ ଦର୍ଶକଙ୍କ ଭ୍ୟୁଜକୁ ବି ବେଶ୍‌ ପଢ଼ିବା ଲାଏକ ରହିଛି। କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ମୁସଲିମ ବର୍ଗର ଲୋକ ବି ‘ଜୟ ଶ୍ରୀ ରାମ’ ଗୀତକୁ ପ୍ରଶଂସା କରିବାକୁ ଥକୁ ନାହାଁନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସଙ୍ଗ୍‌ ଲଞ୍ଚ୍‌ ହେବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ ଯେଉଁ ଅନ୍ଦାଜ୍‌ ଏବଂ ଏନର୍ଜି ସହିତ ‘ଜୟ ଶ୍ରୀ ରାମ’ ଗୀତକୁ ଗାଇଛନ୍ତି, ଆପଣ ବି ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଫିଲ୍ମ ରାମ ସେତୁର ଏହି ଗୀତକୁ ରିଲିଜ୍‌ କରିଦିଆଯାଇଛି। ଏହି ଗୀତର ଭିଡିଓରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଫିଲ୍ମର ବାକି ଷ୍ଟାର କାଷ୍ଟଙ୍କ ସିନ୍ସକୁ ବି ସାମିଲ କରାଯାଇଛି।

ରାମ ସେତୁ ଫିଲ୍ମର ଗୀତ ‘ଜୟ ଶ୍ରୀ ରାମ’, ଭଗବାନ ରାମଙ୍କ ଭକ୍ତି ଗୀତ। ଏହି ଗୀତକୁ ଶୁଣିଲେ ଏମିତି ଲାଗିବ ଯେ ଯେମିତି ପପ୍‌ ମ୍ୟୁଜିକ ସହିତ ରାମ ଚାଳିସା ଗାନ କରାଯାଉଛି। ଦୀପାବଳି ପାଖାପାଖି ନିକଟସ୍ଥ ଏହି ଗୀତକୁ ଲଞ୍ଚ୍‌ କରିବା ପାଇଁ ମେକର୍ସଙ୍କ ନିଷ୍ପତ୍ତି ଏକଦମ୍‌ ଠିକ। କାହିଁକିନା ଏବେର ପାର୍ବବ ଋତୁ ଅବସରରେ ଏହି ଗୀତ ଲୋକଙ୍କ ପ୍ଲେଲିଷ୍ଟରେ ଏକଦମ୍‌ ଟପରେ ଜାଗା ବନାଇ ଦେଇଛି। ତେବେ ଆପଣ ବି ଦେଖନ୍ତୁ କେତେ ବଢ଼ିଆ ହୋଇଛି ଅକ୍ଷୟଙ୍କ ଏହି ମନଛୁଆଁ ଗୀତ।

Pritiparna

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

4 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

8 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

20 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago