Categories: ମନୋରଂଜନ

୨୫ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିବେ ଅକ୍ଷୟ କୁମାର, ଜାଣିବାକୁ ଚାହୁଁଛନ୍ତି କିଏ ସେ?

ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ୨୦୧୯ ବର୍ଷ ବହୁତ ଭଲ ଯାଇଛି। ଏହି ବର୍ଷରେ ଅକ୍ଷୟ କୁମାରଙ୍କ ଚାରୋଟି ଫିଲ୍ମ ରିଲିଜ୍‌ ହୋଇଥିଲା ଏବଂ ଏହି ସବୁ ଫିଲ୍ମ ବକ୍ଦ ଅଫିସରେ ଧମାଳ ମଜାଇଥିଲା। ଏହି ଫିଲ୍ମ ‘କେସରୀ’, ‘ମିଶନ ମଙ୍ଗଲ’, ‘ହାଉସଫୁଲ ୪’ ଏବଂ ‘ଗୁଡ୍‌ ନ୍ୟୁଜ୍‌’। କିନ୍ତୁ ୨୦୨୦ରେ ସେ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ଅଗାମୀ ଫିଲ୍ମର ହିରୋଇନ କାରଣରୁ ଚର୍ଚ୍ଚାରେ ଅଛନ୍ତି। କାହିଁକି ନା ଏହି ଅଭିନେତ୍ରୀ ଅକ୍ଷୟଙ୍କ ବୟସ ଠାରୁ ୨୫ ବର୍ଷ ସାନ ଅଟନ୍ତି।

ଏବେ ଆପଣଙ୍କର ନିହାତି ଜାଣିବାକୁ ଇଚ୍ଛା ହେଉଥିବ ଯେ ଏହି ଅଭିନେତ୍ରୀ ଜଣଙ୍କ କିଏ? ଏହି ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାଣୀ। କିଆରା ଅକ୍ଷୟଙ୍କ ସହିତ ‘ଲକ୍ଷ୍ମୀ ବମ୍ବ’ରେ ନଜର ଆସିବେ। ଫିଲ୍ମରେ ଅକ୍ଷୟ ଏବଂ କିଆରାଙ୍କ ଲଭ୍‌ କେମେଷ୍ଟ୍ର ନଜର ଆସିବ। ଏହି ଫଟୋରେ ଦୁଇ କଳାକାର ରୋମାଣ୍ଟିକ ପୋଜରେ ନଜର ଆସୁଛନ୍ତି। ଏହା ପର୍ବରୁ ‘ଲକ୍ଷ୍ମୀ ବମ୍ବ’ ଫିଲ୍ମ ଅକ୍ଷୟଙ୍କ ସାଢ଼ି ଲୁକ୍‌ ପାଇଁ ଚର୍ଚ୍ଚାକୁ ଆସିଥିଲା।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

11 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago