୨୫ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିବେ ଅକ୍ଷୟ କୁମାର, ଜାଣିବାକୁ ଚାହୁଁଛନ୍ତି କିଏ ସେ?

ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ୨୦୧୯ ବର୍ଷ ବହୁତ ଭଲ ଯାଇଛି। ଏହି ବର୍ଷରେ ଅକ୍ଷୟ କୁମାରଙ୍କ ଚାରୋଟି ଫିଲ୍ମ ରିଲିଜ୍‌ ହୋଇଥିଲା ଏବଂ ଏହି ସବୁ ଫିଲ୍ମ ବକ୍ଦ ଅଫିସରେ ଧମାଳ ମଜାଇଥିଲା। ଏହି ଫିଲ୍ମ ‘କେସରୀ’, ‘ମିଶନ ମଙ୍ଗଲ’, ‘ହାଉସଫୁଲ ୪’ ଏବଂ ‘ଗୁଡ୍‌ ନ୍ୟୁଜ୍‌’। କିନ୍ତୁ ୨୦୨୦ରେ ସେ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ଅଗାମୀ ଫିଲ୍ମର ହିରୋଇନ କାରଣରୁ ଚର୍ଚ୍ଚାରେ ଅଛନ୍ତି। କାହିଁକି ନା ଏହି ଅଭିନେତ୍ରୀ ଅକ୍ଷୟଙ୍କ ବୟସ ଠାରୁ ୨୫ ବର୍ଷ ସାନ ଅଟନ୍ତି।

kiaraଏବେ ଆପଣଙ୍କର ନିହାତି ଜାଣିବାକୁ ଇଚ୍ଛା ହେଉଥିବ ଯେ ଏହି ଅଭିନେତ୍ରୀ ଜଣଙ୍କ କିଏ? ଏହି ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାଣୀ। କିଆରା ଅକ୍ଷୟଙ୍କ ସହିତ ‘ଲକ୍ଷ୍ମୀ ବମ୍ବ’ରେ ନଜର ଆସିବେ। ଫିଲ୍ମରେ ଅକ୍ଷୟ ଏବଂ କିଆରାଙ୍କ ଲଭ୍‌ କେମେଷ୍ଟ୍ର ନଜର ଆସିବ। ଏହି ଫଟୋରେ ଦୁଇ କଳାକାର ରୋମାଣ୍ଟିକ ପୋଜରେ ନଜର ଆସୁଛନ୍ତି। ଏହା ପର୍ବରୁ ‘ଲକ୍ଷ୍ମୀ ବମ୍ବ’ ଫିଲ୍ମ ଅକ୍ଷୟଙ୍କ ସାଢ଼ି ଲୁକ୍‌ ପାଇଁ ଚର୍ଚ୍ଚାକୁ ଆସିଥିଲା।

 

View this post on Instagram

 

Pic – @akshaykumar & @kiaraaliaadvani snapped at set of #laxmibomb . . . . . . . . . . . . . . . . . . . . . ———————————————————– Follow for more @abhi_akkian_khiladi_ 🌠🌠🌠🌠🇮🇳 —–;—————————————————— . . . . . . . . . . . . . . . . . . . . #akshaykumar #akshaykumarfans #akshay #akshaykumarfans #aksharahaasan #akshaykhanna #akshaydhawan #akshaykumarfc #akshaykamal #akshaykumar #abhiakkiankhiladi #akhalteke#aliabhatt #shraddhakapoor #armalife #badshah#sonamkapoor #priyankachopra #viratkohlifc #tapsee #vidyabalanhot #akshaykareena #kesari#missionmangal #housefull4 #katrinakaif #katrinakaiffans #priyankachopra #princessl0 #viral #tiktokmemes6

A post shared by Abhi Akkian Khiladi 💙 (@abhi_akkian_khiladi_) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.