ମନୋରଂଜନ

କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରେ ଆକ୍ରମଣ; ହମ୍ପି ଉତ୍ସବରେ ଅନୁରୋଧର ଗୀତ ନ ଗାଇବାରୁ ଦର୍ଶକ ଫିଙ୍ଗିଲେ ପାଣି ବୋତଲ

କର୍ଣ୍ଣାଟକରେ ଆୟୋଜିତ ହମ୍ପି ଉତ୍ସବ ସମୟରେ ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କୁ ପାଣି ବୋତଲ ଫିଙ୍ଗାଯାଇଛି। କୈଳାଶ ଖେର ଉତ୍ସବ ସମୟରେ ଷ୍ଟେଜ୍‌ ଉପରେ ଥିଲେ। ସେ ଗୀତ ଗାଉଥିବା ବେଳେ ହଠାତ୍‌ ଦର୍ଶକଙ୍କ ପଟୁ କେହି ଜଣେ କୈଳାଶଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଯଦିଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମୀମାନେ କୈଳଶଙ୍କୁ ବୋତଲ ଫିଙ୍ଗିଥିବା ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରି ନେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କ ଷ୍ଟେଜ୍‌ ପରଫର୍ମାନ୍ସ ସମୟରେ ଦର୍ଶକ ଗ୍ୟାଲେରୀରେ ଥିବା ଦୁଇ ଯୁବକ ତାଙ୍କୁ କନ୍ନଡ଼ ଗୀତ ଗାଇବାକୁ ଅନୁରୋଧ କରିଥିଲେ ଏବଂ ଯେତେବେଳେ ସେ କନ୍ନଡ଼ରେ ଗୀତ ଗାଇ ନ ଥିଲେ, ତ ଯୁବକଦ୍ୱୟ ରାଗି ଯାଇଥିଲେ, ଯାହାଫଳରେ ସେମାନେ କ୍ରୋଧାନ୍ଵିତ ହୋଇ ଷ୍ଟେଜ୍‌ ଉପରେ ଥିବା କୈଳାଶଙ୍କ ଉପରକୁ ପାଣି ବୋତଲ ମାଡ଼ କରିଥିଲେ। ଏହି ଘଟଣା ପରେ ବୋତଲ ପିଙ୍ଗିଥିବା ଦୁଇ ଯୁବକଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି।

କହି ରଖୁଛୁ, ପ୍ରତିବର୍ଷ ଏଠାରେ ବିଜୟ ଉତ୍ସବ ରୂପେ ହମ୍ପି ଉତ୍ସବର ଆୟୋଜନ କରାଯାଇଥାଏ। ଏଥର ମଧ୍ୟ ଏହି ଉତ୍ସବ ୨୭ ଜାନୁୟାରୀରୁ ଆରମ୍ଭ ହୋଇଥିଲା। ଏହି ତିନି ଦିନିଆ ଉତ୍ସବର ସମାପନ ୨୯ ଜାନୁୟାରୀ ସନ୍ଧ୍ୟାରେ ଥିଲା। ରବିବାର ଉଦ୍‌ଯାପନୀ ସମାରୋହରେ କୈଳାଶ ଖେର ଏଠାରେ ନିଜ ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ, ହଠାତ୍‌ ଭିଡ଼ ଭିତରୁ ଦୁଇ ଯୁବକ ତାଙ୍କ ଉପରକୁ ବୋତଲ ମାଡ଼ କରିଥିଲେ।

Roshni

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

2 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

36 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

37 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago