Categories: ମନୋରଂଜନ

ଫ୍ରାଇଡେ ରିଲିଜରେ ଆଜି ଧମାଲ କରିବ ବଲିଉଡ ମୁଭି ‘ବଦଲା’, ଟକ୍କର ଦେବ ହଲିଉଡ ମୁଭି କ୍ୟାପଟେନ୍‌ ମାର୍ଭେଲ

ଫ୍ରାଇଡେ ରିଲିଜରେ ଆଜି ଧମାଲ କରିବ ବଲିଉଡ ମୁଭି ‘ବଦଲା’ । ଫିଲ୍ମର ପ୍ରଯୋଜନା କରିଛି ଶାହାରୁଖଙ୍କ କମ୍ପାନି ରେଡ ଚିଲିଜ୍‌ ଏଣ୍ଟରଟେନମେଣ୍ଟ । ସସ୍‌ପେନ୍‌ସରେ ଭରପୁର ଫିଲ୍ମରେ ଅମିତାଭ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଛନ୍ତି । ତାପସୀଙ୍କ ଓକିଲ ହୋଇଛନ୍ତି ଅମିତାଭ। ଏକ ମର୍ଡର କେଶରେ ଫସିଥିବା ତାପସୀଙ୍କ ଠାରୁ ଘଟଣା ବିଷୟରେ ସତ ଜାଣିବାକୁ ଚେଷ୍ଟା କରୁଛନ୍ତି । ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ଫିଙ୍କ୍‌ରେ ଅମିତାଭ ଓ ତାପସୀ ପନ୍ନୁ ଏକାଠି ଅଭିନୟ କରିଥିଲେ। ସାମାଜିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପସନ୍ଦ କରିଥିଲେ ଦର୍ଶକ। ଏବେ ପୁଣି ଅମିତାଭ-ଶାହାରୁଖ ଓ ତାପସୀଙ୍କ କେମିଷ୍ଟ୍ରି ସିଲଭର ସ୍କ୍ରିନରେ ଜମିବ ବୋଲି ଆଶା କରାଯାଉଛି ।

ସେପଟେ ବଦଲାକୁ ଟକ୍କର ଦେବ ହଲିଉଡ ମୁଭି କ୍ୟାପଟେନ୍‌ ମାର୍ଭେଲ । ଫିଲ୍ମରେ ଓସ୍କାର ଆୱାର୍ଡ ୱିନିଙ୍ଗ ଆକ୍ଟ୍ରେସ୍‌ ବ୍ରି ଲାର୍ସନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୁପର ୱିମେନ କ୍ୟାରେକ୍ଟର ପ୍ଲେ କରୁଛନ୍ତି ଲାର୍ସନ । ଆଭେଞ୍ଜର୍ସର ଚତୁର୍ଥ ଭାଗ ରିଲିଜ ହେବା ପୂର୍ବରୁ କ୍ୟାପଟେନ୍‌ ମାର୍ଭେଲ ରିଲିଜ ହେବ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

14 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

47 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

49 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

56 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago