ମିଶ୍ରି ଖାଇବା ଦ୍ବାରା ଦୂର ହେବ ଆପଣଙ୍କର ଏହି ସମସ୍ୟା, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ

ଆପଣମାନେ ଜାଣିଥିବେ ମିଶ୍ରିର ବ୍ୟବହାର କେବଳ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେଶନର ପାଇଁ ବ୍ୟବହାର କରାଯାଇଥାଏ। ଏହା ସହିତ ମିଶ୍ରି ଘରେ ହେଉଥିବା ପୂଜା-ପାଠ ସମୟରେ ବ୍ୟବହାର କରାଯାଇଥାଏ, କିନ୍ତୁ ଆପଣ ଜାଣିଛନ୍ତି କି ମିଶ୍ରି ସେବନ କଲେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଜାଣନ୍ତୁ ମିଶ୍ରି ସେବନ ଦ୍ବାରା ଶରୀରରେ କଣ ଲାଭ ମିଳିଥାଏ:

ଶୀତ ସମୟରେ କିଛି ଲୋକମାନଙ୍କୁ ଥଣ୍ଡା ହୋଇଥାଏ। ଏହି ସମମୟରେ କାସ ମଧ୍ୟ ହୋଇଥାଏ। ଏହି ସମୟରେ ମିଶ୍ରି ସହିତ ଗୋଲମରିଚ ପାଉଡ଼ର ଏବଂ ଘିଅ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ରାତିରେ ଶୋଇବା ସମୟରେ ଏକ ଚାମଚ ବ୍ୟବହାର କରନ୍ତୁ। ଲଗାତାର ଏହାକୁ କିଛି ଦିନ ବ୍ୟବହାର କରିବା ପରେ ଆପଣଙ୍କୁ କାସରୁ ମୁକ୍ତି ମିଳିଥାଏ। ଶରୀରରେ ହିମୋଗ୍ଲୋବିନ ମାତ୍ରା କମ ହେବା ଦ୍ବାରା ରକ୍ତ ମଧ୍ୟ କମ ହୋଇଯାଇଥାଏ, ଯାହା ଫଳରେ ଦୁର୍ବଳ ଲାଗିବା ଭଳି ଅନୁଭବ ହୋଇଥାଏ। ଏପରି ହେଉଥିଲେ ଆପଣ ନିୟମିତ ମିଶ୍ରି ସେବନ କରନ୍ତୁ ଏହାଦ୍ବାରା ଆପଣଙ୍କ ଶରୀରରୁ କେବେବି ରକ୍ତର ଅଭାବ ହେବନାହିଁ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ ହୋଇଥାଏ।

ମିଶ୍ରିକୁ ପାନମଧୁରି ସହିତ ମିଶାଇ ସେବନ କଲେ ଆପଣଙ୍କ ଶରୀରର ହଜମ ଶକ୍ତି ଠିକ ଭାବେ କାମ କରିଥାଏ। ଏଥିରେ ପାଚକ ଗୁଣ ରହିଥାଏ, ଯାହା ଖାଦ୍ୟକୁ ଠିକ ଭାବେ ହଜମ କରିଥାଏ। ଏହା ସେବନ କଲେ ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ରୋଗ ହୋଇନଥାଏ। ମିଶ୍ରି ପାଟିକୁ ସ୍ବାଦ ଲାଗିବା ସହିତ ଏହା ଶରୀରରେ ପୁରା ଦିନ ଏନର୍ଜି ଦେଇଥାଏ। ପାନମଧୁରି ସହିତ ମିଶ୍ରି ମିଶାଇ ସେବନ କଲେ ବହୁତ ଲାଭ ମିଳିଥାଏ। ନାକରୁ ରକ୍ତ ବାହାରୁ ଥିବା ଭଳି ସମସ୍ୟା ମଧ୍ୟ ମିଶ୍ରି ସେବନ କରିବା ଦ୍ବାରା ଦୂର ହୋଇଯାଇଥାଏ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

16 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

49 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

51 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

57 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago