ବିବାହ ସମୟରେ ବର ପକ୍ଷ ସବୁବେଳେ କନ୍ୟା ପକ୍ଷରୁ ଯୌତୁକ ଦାବି କରିଥାନ୍ତି । ଅନେକ ଥର ଯୌତୁକ ଯୋଗୁଁ ମଧ୍ୟ ବିବାହ ପ୍ରସ୍ତାବ ଭାଙ୍ଗିଯାଇଛି। କିନ୍ତୁ ନିକଟରେ ବିବାହ ଯୌତୁକକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଶ୍ୱଶୁର ଘର ଲୋକେ ଯୌତୁକ ମାଗିବା ଯୋଗୁଁ କନ୍ୟା ରାଗରେ ଗୁଳି ମାରିଛନ୍ତି। ଏହି ଭିଡିଓ ଆମେ ରିଅଲ ନୁହେଁ ରିଲ ଲାଇଫରେ ଘଟିଛି। ଭୋଜପୁର ଅଭିନେତ୍ରୀ ଆମ୍ରପାଲୀ ଏବଂ ଭୋଜପୁରୀ ସୁପରଷ୍ଟାର ନିରୁହାଙ୍କ ଏହି ଭିଡିଓ ଧମାଲ କରୁଛି। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍ ଯୋଡିଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲଭ ଦହେଜ’ର ଟିଜର ରିଲିଜ ହୋଇଛି।
ଏହାସହ ପଢ଼ନ୍ତୁ ; ଦ୍ୱିଧାରେ ହ୍ରିତିକ, ‘କ୍ରିସ ୪’ ପାଇଁ କଲେ ଏହି ଅଭିନେତ୍ରୀଙ୍କ ସୁପାରିଶ
ଯେଉଁଥିରେ ଆମ୍ରପାଲିଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ମାଗିବା ଯୋଗୁଁ ଆମ୍ରପାଲି ରାଗରେ ଗୁଳି ଚଳାଉଛନ୍ତି। ଏହାଛଡା ଆମ୍ରପାଲି କହୁଛନ୍ତି ଲଭ୍ ମ୍ୟାରେଜରେ ଯୌତୁକ କ’ଣ ପାଇଁ ? ଏହି ଫିଲ୍ମର ଟିଜର ଏବେ ଇଣ୍ଟରନେଟରେ ଧମାଲ କରୁଛି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…