ମନୋରଂଜନ

ଜବରଦସ୍ତ ଅନ୍ଦାଜରେ ସମୁଦ୍ରକୂଳରେ ନଜର ଆସିଲେ ମୌନୀ, ଫଟୋ ଦେଖି ଦର୍ଶକେ ହେଲେ ପାଗଳ

ଟିଭି ଦୁନିଆରୁ ବଲିଉଡରେ ଏଣ୍ଟ୍ରି କରିଥିବା ମୌନୀ ରାୟ ଏବେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି ଫଟୋ ଦେଖିଲେ ଦିଓ୍ଵାନା ହେଇଯିବେ ନିଶ୍ଚିତ। ମୌନୀ ଏହି ଫଟୋ ମାଲଦ୍ୱୀପରେ ଉଠାଇଛନ୍ତି। ଯେଉଁଥିବେ ସେମାନେ  ସମୁଦ୍ର କୂଳରେ ବସିଥିବା, ବେଡ ଉପରେ ବସି ପୋଜ ଦେଉଥିବା ନଜର ଆସିଛନ୍ତି। ଯେଉଁ ଫଟୋକୁ ଲୋକ ବହୁତ ପସନ୍ଦ କରୁଛନ୍ତି।

ମୌନୀ ଏବେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି। ଏହି ସବୁ ଫଟୋରେ ମୌନୀ ହ୍ଵାଇଟ ରଙ୍ଗ ସାର୍ଟ ପିନ୍ଧି ବେଶ୍‌ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ ମୌନୀ ରାୟ ‘ବ୍ରହ୍ମାସ୍ତ୍ର’ ଏବଂ ‘ମୁଗଲ’ରେ ନଜର ଆସିବେ। ଗତବର୍ଷ ମୌନୀଙ୍କ ଫିଲ୍ମ ‘ମେଡ ଇନ ଚାଇନା ଏବଂ ରୋମିଓ ଅକବର ଓ୍ଵାଲଟର’ ରିଲିଜ ହୋଇଥିଲା। ମୌନୀ ଅକ୍ଷୟଙ୍କ ସହିତ ଫିଲ୍ମ ଗୋଲ୍ଡ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।

Swagatika

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

5 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

15 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

23 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

40 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

54 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago