ଜବରଦସ୍ତ ଅନ୍ଦାଜରେ ସମୁଦ୍ରକୂଳରେ ନଜର ଆସିଲେ ମୌନୀ, ଫଟୋ ଦେଖି ଦର୍ଶକେ ହେଲେ ପାଗଳ
ଟିଭି ଦୁନିଆରୁ ବଲିଉଡରେ ଏଣ୍ଟ୍ରି କରିଥିବା ମୌନୀ ରାୟ ଏବେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି ଫଟୋ ଦେଖିଲେ ଦିଓ୍ଵାନା ହେଇଯିବେ ନିଶ୍ଚିତ। ମୌନୀ ଏହି ଫଟୋ ମାଲଦ୍ୱୀପରେ ଉଠାଇଛନ୍ତି। ଯେଉଁଥିବେ ସେମାନେ ସମୁଦ୍ର କୂଳରେ ବସିଥିବା, ବେଡ ଉପରେ ବସି ପୋଜ ଦେଉଥିବା ନଜର ଆସିଛନ୍ତି। ଯେଉଁ ଫଟୋକୁ ଲୋକ ବହୁତ ପସନ୍ଦ କରୁଛନ୍ତି।
ମୌନୀ ଏବେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି। ଏହି ସବୁ ଫଟୋରେ ମୌନୀ ହ୍ଵାଇଟ ରଙ୍ଗ ସାର୍ଟ ପିନ୍ଧି ବେଶ୍ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ ମୌନୀ ରାୟ ‘ବ୍ରହ୍ମାସ୍ତ୍ର’ ଏବଂ ‘ମୁଗଲ’ରେ ନଜର ଆସିବେ। ଗତବର୍ଷ ମୌନୀଙ୍କ ଫିଲ୍ମ ‘ମେଡ ଇନ ଚାଇନା ଏବଂ ରୋମିଓ ଅକବର ଓ୍ଵାଲଟର’ ରିଲିଜ ହୋଇଥିଲା। ମୌନୀ ଅକ୍ଷୟଙ୍କ ସହିତ ଫିଲ୍ମ ଗୋଲ୍ଡ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।