ଅଭିନେତ୍ରୀ ମୌନୀ ରୟଙ୍କ ବିକିନି ପିନ୍ଧା ଫଟୋ ଭାଇରାଲ୍, ଲୋକେ କହିଲେ ହଟ୍ ନାଗିନ୍
ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ୩୭ ବର୍ଷିୟା ଅଭିନେତ୍ରୀ ମୌନୀ ରୟ। ତାଙ୍କର ବିକିନି ପିନ୍ଧା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କର ଏହି ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୌନୀ ସମୁଦ୍ର କୂଳରେ ବିକିନି ପିନ୍ଧି ଫଟୋ ଉଠାଇ ଥିବାର ନଜର…