କେବେ ବିନା ବ୍ଲାଉଜରେ ତ ଆଉ କେବେ ବିକିନୀରେ ଡ୍ଯାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ମୌନୀ, ପୁଣି ସାମ୍ନାକୁ ଆସିଲା ଆଉ ଏକ ଜବରଦସ୍ତ ଭିଡିଓ

ଟିଭି ଇଣ୍ଡଷ୍ଟ୍ରୀର ‘ନାଗିନ’ ତଥା ବଲିଉଡ ଅଭିନେତ୍ରୀ ମୌନୀ ରାୟ ଏବେ ସୋସିଆଲ ମିଡିଆରେ ହଙ୍ଗାମା କରିଛନ୍ତି। କେବେ ବିନା ବ୍ଲାଉଜର ସାଢିରେ ତ ଆଉ କେବେ ବିକିନୀରେ। ତେବେ ଏବେ ମୌନୀଙ୍କର ପୁଣି ଏକ ଡ୍ଯାନ୍ସ ଭିଡିଓ ଫ୍ଯାନକୁ ଆଶ୍ଚର୍ଯ୍ଯ କରିଦେଇଛି। ଏହି ଭିଡିଓ ବଲିଉଡର ବ୍ଲାକ ଆଣ୍ଡ ହ୍ବାଇଟ ଅନ୍ଦାଜରେ ନଜର ଆସିଛି।

ମୌନୀ ରାୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଡ୍ଯାନ୍ସ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ବଲିଉଡର ପୁରୁଣା ଅଲଟାଇମ ସୁପରହିଟ୍ ଗୀତ ‘ଲେକେ ପହଲା ପହଲା ପ୍ଯାର’ରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ମୌନୀଙ୍କ ଜବରଦସ୍ତ ଡ୍ଯାନ୍ସ ମୁଭ୍ ଦେଖି ସମସ୍ତେ ଦିୱାନା ହେଇଯାଇଛନ୍ତି।

 

View this post on Instagram

 

A post shared by mon (@imouniroy)

ସୂଚନାଯୋଗ୍ଯ, ମୌନୀ ଖୁବଶୀଘ୍ର ବିଗ୍ ବଜେଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ତାଙ୍କ ସହିତ ଆଲିଆ ଭଟ୍ଟ, ରଣବୀର କପୁର ମଧ୍ୟ ଦେଖିବାକୁ ମିଳିବେ। ନିକଟରେ ମୌନୀ ୱେବ ସିରିଜ ‘ଲଣ୍ଡନ କନଫିଣ୍ଡେନ୍ସିଆଲ’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.