ମୋନୀ ରାୟ ସୋସିଆଲ ମିଡିଆରେ ପୁଣି ଲଗାଇଲେ ନିଆଁ, ଶେୟାର କରୁ କରୁ ଭାଇରାଲ୍‌

ମୁମ୍ବାଇ : ଅଭିନେତ୍ରୀ ମୋନୀ ରାୟ ନିଜର ହଟ୍‌ ଓ ବୋଲ୍ଡ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୋନୀ ଆକ୍ଟିଂ ସହିତ ସୋସିଆଲ୍‌ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ।

ସେ ପ୍ରାୟତଃ ସବୁଦିନ ନିଜର ହଟ୍‌ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରି ପ୍ରଶଂସକଙ୍କ ହାର୍ଟବିଟ ବଢ଼ାଇଥାନ୍ତି । ନିକଟରେ ମୋନୀ ରାୟ ତାଙ୍କର ଇନ୍‌ଷ୍ଟାଗ୍ରାମରେ କେତେକ ଫଟୋ ସେୟାର କରିଛନ୍ତି ।

moni ray

ଏମିତି ଏକ ଫଟୋ ଏବେ ସମସ୍ତଙ୍କୁ ଦିଓ୍ଵାନା କରିଛି । ଏହି ଫଟୋରେ ମୋନୀ ରାୟ ଗ୍ରେ କଲର ବିକିନି ପିନ୍ଧି ବୋଲ୍ଡ ପୋଜ୍‌ ଦେଇଥିବା ଦେଖାଯାଇଛନ୍ତି ।

ମୋନୀଙ୍କ ଏହି ସୁନ୍ଦର ବୋଲ୍ଡ ଲୁକ୍‌ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.