Below header

ତାଣ୍ଡବ ରଚିଲା କାଳବୈଶାଖୀ, ଗଛ ପଡ଼ି କାର୍‌ ଭିତରେ ଚାପି ହୋଇଗଲେ ଶିଶୁ

କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ।

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ତାଣ୍ଡବ । ଗଛ ପଡ଼ି କାର ଭିତରେ ଚାପି ହୋଇଗଲେ ଶିଶୁ । ଦଶାହ କାର୍ଯ୍ୟକୁ ଆସିଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ କାର ଭିତରେ ଛାଡ଼ିଦେଇଥିଲେ ହେଲେ ହଠାତ୍‌ କାଳ ରୂପି ଗଛ ପଡ଼ିଥିଲା କାର୍‌ ଉପରେ। ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ପୁରୀ କେନାଲ ନିକଟରେ । କାର ଭିତରେ ଥିବା ୫ଜଣଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି । ଆହାତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.