Below header

ଆଜି ଆସିପାରେ ବିଜେଡିର ନିର୍ବାଚନୀ ଇସ୍ତାହାର ପତ୍ର, ଆଭିମୁଖ୍ୟ ଓ ରଣନୀତି ଉପରେ ନଜର

ଆଜି ବିଜେଡିର ନିର୍ବାଚନୀ ଇସ୍ତାହାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ଚକିତ କଲା ଭଳି କିଛି ନିଷ୍ପତ୍ତି ରହିବ। ଏହି ସୂଚନା ଦେଇଛନ୍ତି ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍। ୨୦୩୪ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ରାଜ୍ଯ ସରକାର। ତେଣୁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ଏହାର ରୂପରେଖ ଦେଖିବାକୁ ମିଳି ପାରେ।

ଭୁବନେଶ୍ୱରଭ (କେନ୍ୟୁଜ): ଆଜି ବିଜେଡିର ନିର୍ବାଚନୀ ଇସ୍ତାହାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିରେ ଚକିତ କଲା ଭଳି କିଛି ନିଷ୍ପତ୍ତି ରହିବ । ଏହି ସୂଚନା ଦେଇଛନ୍ତି ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ୨୦୩୪ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ରାଜ୍ଯ ସରକାର । ତେଣୁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ଏହାର ରୂପରେଖ ଦେଖିବାକୁ ମିଳି ପାରେ । ଫାଇଭ ଟି, ବିଜେଡିର ଆଭିମୁଖ୍ୟ ଓ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଆଦି ସ୍ଥାନ ପାଇପାରେ  ।  ଏହି ମାନିଫେଷ୍ଟୋର ନାଁ କଣ ରହିବ ଓ ପ୍ରଚ୍ଛଦ ପୃଷ୍ଠାରେ କଣ ସ୍ଥାନ ପାଇବ ଏହା ସହିତ ଆଭିମୁଖ୍ୟ ଓ ରଣନୀତି କଣ ରହିବ ତା ଉପରେ ନଜର ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.