Browsing Tag

manifesto

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ୍ ଜାରି କଲା ଘୋଷଣା ପତ୍ର, କେଜ୍ରିୱାଲଙ୍କ ଦେଲେ ୧୫ ଗ୍ୟାରେଣ୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ମାତ୍ର ଆଉ କିଛିଦିନ ବାକି । ଦିଲ୍ଲୀରେ ୭୦ ବିଧାନସଭା ସିଟ୍ ପାଇଁ ୫ ଫେବୃଆରୀରେ ନିର୍ବାଚନ ହେବ । ନିର୍ବାଚନ ଫଳାଫଳ ଘୋଷଣା ଫେବୃଆରୀ ୮ ତାରିଖରେ ହେବ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ…

ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା, ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା…; ଦିଲ୍ଲୀରେ ବିଜେପିର ବଡ଼ ନିର୍ବାଚନୀ…

ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଦିଲ୍ଲୀରେ ଏମିତି କିଛି ଘୋଷଣା କରିଛି ବିଜେପି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

ଆଜି ଆସିପାରେ ବିଜେଡିର ନିର୍ବାଚନୀ ଇସ୍ତାହାର ପତ୍ର, ଆଭିମୁଖ୍ୟ ଓ ରଣନୀତି ଉପରେ ନଜର

ଭୁବନେଶ୍ୱରଭ (କେନ୍ୟୁଜ): ଆଜି ବିଜେଡିର ନିର୍ବାଚନୀ ଇସ୍ତାହାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିରେ ଚକିତ କଲା ଭଳି କିଛି ନିଷ୍ପତ୍ତି ରହିବ । ଏହି ସୂଚନା ଦେଇଛନ୍ତି ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ୨୦୩୪ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ…

CAA ଆଇନକୁ ରଦ୍ଦ, UCC ଲାଗୁ ନ କରିବାର ପ୍ରତିଶ୍ରୁତି…ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଜାରି କଲା ଇସ୍ତାହାରପତ୍ର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୁଧବାର ନିଜର ଇସ୍ତାହାରପତ୍ର ଜାରି କରିଛି । ଟିଏମ୍‌ସି ଇସ୍ତାହାରପତ୍ରରେ ପ୍ରତିଶ୍ରୁତି ଦେଇଛି କି, ଯଦି କେନ୍ଦ୍ରରେ ସରକାର ଗଠନ ହୁଏ, ତେବେ ଏହା CAA (ନାଗରିକତା…

ସଂକଳ୍ପ ପତ୍ର ଘୋଷଣା କଲା ବିଜେପି, ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

ସାଧାରଣ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲା ବିଜେପି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣାପତ୍ର ଜାରି କରିଛନ୍ତି । ବିଜେପି ନିଜ ଘୋଷଣା ପତ୍ରରେ ବିକଶିତ ଭାରତ ସଂକଳ୍ପକୁ ଦେହାରାଇଛି । ଘୋଷଣାପତ୍ରରେ ଗରିବ, ଯୁବକ, ମହିଳା ଓ ଅନ୍ନଦାତା ଫୋକସରେ ରହିଛନ୍ତି । ବିଜେପିର ସଂକଳ୍ପ…

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ଖୁବ୍‌ ଶୀଘ୍ର ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରଠାରୁ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବା ବେଳେ ସେପଟେ ଇଣ୍ଡିଆ ମେଣ୍ଟ ଦିଲ୍ଲୀର ରାମଲୀଳା ମଇଦାନରେ ନିଜର ଶକ୍ତି…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି, ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌

କେନ୍ୟୁଜ୍‌(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା…

କ’ଣ ସତରେ ଗାଁରେ ୩ ବିମାନବନ୍ଦର ନିର୍ମାଣ କରାଇବେ ଏହି ସରପଞ୍ଚ ପ୍ରାର୍ଥୀ! ସୀମା ଟପିଗଲା ନିର୍ବାଚନୀ ପ୍ରତିଶ୍ରୁତି;…

ଆଜିର ଯୁଗ ହେଉଛି ସୋସିଆଲ ମିଡିଆ ଯୁଗ। କିଛି ଗୋଟିଏ ଘଟଣା ଘଟିଲେ, ତାହା ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥାଏ। ବିଶ୍ୱର କୋଣ ଅନୁକୋଣରୁ ଏମିତି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଏ। ଏବେ ନିକଟରେ ସୋସିଆଲ ମିଡିଆରେ ଏମିତି…

ବିଜେଡି ସରକାରକୁ ଆସିଲେ ପ୍ରଥମ ଦିନରେ ବଳକା ୨୫ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦ ହଜାର ଟଙ୍କା କାଳିଆ ସହାୟତା, ଘୋଷଣା କଲେ…

ଭୁବନେଶ୍ବର : ବିଜେଡି ସରକାରକୁ ଆସିଲେ, ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ଦେବ ବକେୟା ୧୦ ହଜାର ଟଙ୍କା କାଳିଆ ସହାୟତା । ଦୁଇଟି କିସ୍ତି ଟଙ୍କା ଏକାଥରକେ ପ୍ରଦାନ କରାଯିବ। ଜୟପୁର ନିର୍ବାଚନ ସଭାରେ ଏହି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ବିଜେଡି ନିର୍ବାଚନ…

ବିଜେପି ନିର୍ବାଚନୀ ଇସ୍ତାହାର କମିଟି ବୈଠକ, ଅଧିକ ଶିଳ୍ପ ପ୍ରତିଷ୍ଠା ଓ କର୍ମନିଯୁକ୍ତି ପ୍ରସଙ୍ଗକୁ ଗୁରୁତ୍ୱ

ଭୁବନେଶ୍ବର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର କମିଟି ବୈଠକ । ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ବୈଠକରେ କୃଷି ଓ କୃଷକଙ୍କ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେହିପରି କ୍ଷୁଦ୍ର ମଧ୍ୟମ ଶିଳ୍ପ ଓ ଋଗଣ ଶିଳ୍ପର ପୁନରୁଦ୍ଧାର ସହ ଅଧିକ ଶିଳ୍ପ ପ୍ରତିଷ୍ଠା ଓ…

ଝିଅ ବିବାହ ବେଳେ ଉପହାର ଦେବ ରାଜ୍ୟ କଂଗ୍ରେସ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କୁ ଦେବ ବିବାହ ଗିଫ୍ଟ। ଝିଅ ବିବାହ ବେଳେ ଉପହାର ବ୍ୟବସ୍ଥା କରିବ କଂଗ୍ରେସ। ଆଗାମୀ ନିର୍ବାଚନ ଇସ୍ତାହାରରେ ଏଭଳି ପ୍ରସ୍ତାବ ନେଇ ବିଚାରବିମର୍ଶ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଝିଅ ବିବାହ ବେଳେ…