ହନିମୁନ୍‌ ଟ୍ରିପ୍‌ରେ ମୌନୀ ରୟ, ସ୍ୱାମୀ ସୁରଜ ନାମ୍ବିୟାରଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ଆସିଲେ ନଜର

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ମୌନୀ ରୟ। ସାତ ଜନ୍ମ ପାଇଁ ସୁରଜ ନାମ୍ବିୟାରଙ୍କ ହାତ ଧରିଛନ୍ତି ମୌନୀ। ତେବେ ବିବାହ ପରେ ଏହି ନବ ବିବାହିତ ଯୋଡ଼ି ହନିମୁନ୍‌ ଟ୍ରିପ୍‌ରେ ଯାଇଛନ୍ତି। ହନିମୁନ୍‌ ବେଳର କେତେକ ଫଟୋକୁ ମୌନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by mon (@imouniroy)

ମୌନି ରୟ ହୋଟେଲ ବାହାରେ ପଡ଼ୁଥିବା ବରଫ ଦେଖୁଥିବା ବେଳର ଫଟୋ ସେୟାର କରିଛନ୍ତି। ଏ ଅବସରରେ ସେ ହାଲ୍‌କା ହସୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by mon (@imouniroy)

ସେହିପରି ଆଉ ଏକ ଫଟୋରେ ମୌନି ସ୍ୱାମୀ ସୁରଜଙ୍କ ସହ ସେଲ୍ଫି ନେଇଛନ୍ତି। ଏହି ଫଟୋରେ ଉଭୟେ ବେଶ୍‌ କ୍ୟୁଟ୍‌ ଲାଗୁଛନ୍ତି।

ହନିମୁନ୍‌ ବେଳେ ମୌନି ଏକ ବହି ପଢ଼ୁଛନ୍ତି। ଯାହାର ଫଟୋକୁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

 

View this post on Instagram

 

A post shared by mon (@imouniroy)

ଆଉ ଏକ ଫଟୋରେ ମୌନି ବରଫର ମଜା ନେଇଥିବା ଦେଖିବାକୁ ମିଳିଛି। ହନିମୁନ୍‌କୁ ବରଫର ମଜା ତାଙ୍କ ଖୁସି ଦୁଇ ଗୁଣିତ କରି ଦେଉଥିବା ଦେଖାଯାଇଛି।

 

View this post on Instagram

 

A post shared by mon (@imouniroy)

ଆଉ ଏକ ହନିମୁନ୍‌ ଫଟୋରେ ମୌନି ସ୍ୱାମୀ ସୁରଜଙ୍କ କାନ୍ଧରେ ମୁଣ୍ଡ ରଖିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.