Below header
Browsing Tag

Mouni Roy weeding

ହନିମୁନ୍‌ ଟ୍ରିପ୍‌ରେ ମୌନୀ ରୟ, ସ୍ୱାମୀ ସୁରଜ ନାମ୍ବିୟାରଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ଆସିଲେ ନଜର

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ମୌନୀ ରୟ। ସାତ ଜନ୍ମ ପାଇଁ ସୁରଜ ନାମ୍ବିୟାରଙ୍କ ହାତ ଧରିଛନ୍ତି ମୌନୀ। ତେବେ ବିବାହ ପରେ ଏହି ନବ ବିବାହିତ ଯୋଡ଼ି ହନିମୁନ୍‌ ଟ୍ରିପ୍‌ରେ ଯାଇଛନ୍ତି। ହନିମୁନ୍‌ ବେଳର କେତେକ ଫଟୋକୁ ମୌନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି,…

ପତ୍ନୀ ମୌନୀଙ୍କ ଜରବଦସ୍ତ ଡ୍ୟାନ୍ସ ଦେଖିବା ପରେ ନିଜକୁ ସମ୍ଭାଳିପାରିଲେନି ସୁରଜ, ସର୍ବସମ୍ମୁଖରେ କରିଦେଲେ ଲିପ୍‌କିସ୍‌

ଅଭିନେତ୍ରୀ ମୌନୀ ରାୟ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିସାରିଛନ୍ତି। ମୌନୀ ଏବଂ ସୁରଜ ୨୭ ଜାନୁଆରୀରେ ଗୋଆରେ ବିବାହ କରିଥିଲେ। ଦୁହେଁ ମାଲାୟଲମ ଏବଂ ବଙ୍ଗାଳି ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ମୌନୀ ଏବଂ ସୁରଜ ସଂଗୀତ ଉତ୍ସବର ଆୟୋଜନ କରିଥିଲେ। ମୌନୀ ଏବଂ ସୁରଜ…