ମନୋରଂଜନ

ବଲିଉଡ୍‌ର ଏହି କଳାକାରଙ୍କ ଭାଇ-ଭଉଣୀମାନେ ଆଜି ବି ଲାଇମ୍‌ ଲାଇଟ୍‌ଠାରୁ ଦୂରରେ ଅଛନ୍ତି, ଏହି ଅଭିନେତାଙ୍କ ଭଉଣୀଙ୍କୁ ତ କେହି ଦେଖିନଥିବେ

ବଲିଉଡ୍‌ ଷ୍ଟାରମାନେ କେବଳ ଫିଲ୍ମ ପାଇଁ ନୁହେଁ ବରଂ ନିଜ ପର୍ସନାଲ ଲାଇଫ୍‌ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। ଏବେ ବି ଇଣ୍ଡଷ୍ଟ୍ରୀରେ କିଛି ଷ୍ଟାର କିଡ୍‌ ଡେବ୍ୟୁ କରୁଥିବା ବେଳେ ସେମାନଙ୍କ ଭାଇ ଭଉଣୀ କିନ୍ତୁ ଲାଇମ୍‌ ଲାଇଟ୍‌ରୁ ଦୂରରେ ଅଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି କିଛି ଷ୍ଟାର କିଡ୍‌ଙ୍କ ବିଷୟରେ ଯେଉଁମାନଙ୍କ ଭାଇଭଉଣୀ ଆଜି ବି ଲାଇମ୍‌ ଲାଇଟ୍‌ଠାରୁ ଦୂରରେ ଅଛନ୍ତି…

ଅଭିଷେକ ବଚ୍ଚନ-ଶ୍ୱେତା ବଚ୍ଚନ:

ଅମିତାଭ ବଚ୍ଚନଙ୍କ ପୁଅ-ଝିଅ ହେଉଛନ୍ତି ଅଭିଷେକ ଓ ଶ୍ୱେତା। ଅଭିଷେକ ବି ଟାଉନ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିଥିବା ବେଳେ ଶ୍ୱେତା କିନ୍ତୁ ଲାଇମ୍‌ ଲାଇଟ୍‌ଠୁ ଦୂରରେ ରହି କ୍ୟାରିୟର ଗଢ଼ିଛନ୍ତି।

ରଣବୀର କପୁର-ରିଦ୍ଦିମା କପୁର:

ଋଷି ଓ ନୀତୁ କପୁରଙ୍କ ପୁଅ ରଣବୀର କପୁର ବଲିଉଡ୍‌ରେ ଖୁବ୍‌ ନାଁ କମାଇଛନ୍ତି। କିନ୍ତୁ ରଣବୀରଙ୍କ ଭଉଣୀ ରିଦ୍ଦିମା କପୁର ଫିଲ୍ମ ଦୁନିଆରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

ସୋନାକ୍ଷୀ ସିହ୍ନା- ଲଭ, କୁଶ ସିହ୍ନା:

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କର ବଲିଉଡ୍‌ରେ ସ୍ୱତନ୍ତ୍ର ନେମ୍‌ ଫେମ୍‌ ରହିଛି। କିନ୍ତୁ ତାଙ୍କ ଦୁଇ ଭାଇ ଲଭ୍‌ ଓ କୁଶଙ୍କୁ କେହି ଜାଣନ୍ତି ନାହିଁ। ସେମାନେ ଏବେ ବି ବଡ଼ ପରଦାଠାରୁ ଦୂରରେ ଅଛନ୍ତି।

ହ୍ରିତିକ ରୋଶନ-ସୁନୈନା ରୋଶନ:

ରାକେଶ ରୋଶନ୍‌ଙ୍କ ପୁଅ ହ୍ରିତିକ ରୋଶନ୍‌ ୨୦୦୦ରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ଉଭଣୀ ସୁନୈନା କୌଣସି ଫିଲ୍ମରେ କାମ କରିନାହାନ୍ତି। ଏମିତି କି ସେ କେବେ ବି ନିଜ ଫଟୋ ସୋସିଆଲ ମିଡିଆରେ ଦିଅନ୍ତି ନାହିଁ।

WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

25 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago