Categories: ମନୋରଂଜନ

ପୁଣି ଥରେ ଫେରୁଛି ଲୋକପ୍ରିୟ ସିରିଏଲ୍‌ CID

ମୁମ୍ବାଇ: ୧୯୯୮ ମସିହା ୨୧ ଜାନୁଆରୀରେ ଏହି ଲୋକପ୍ରିୟ ସିରିଏଲର ଟେଲିକାଷ୍ଟ ଆରମ୍ଭ ହୋଇ ୨୭ ଅକ୍ଟୋବର ୨୦୧୮ରେ ଶେଷ ଏପିସୋଡ୍‌ ଟେଲିକାଷ୍ଟ ହୋଇଥିଲା। ଯାହାର ନାଁ ହେଉଛି ସିଆଇଡି । ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା ଏହି ସିରିଏଲ୍‌। ଯାହାକୁ ଲୋକେ ମଧ୍ଯ ବେଶ୍ ପସନ୍ଦ କରିଥିଲେ।

ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିଥିବା ଏହି ସିରିଏଲ୍‌ ସିଆଇଡି (CID) ର ଫ୍ୟାନ୍ସଙ୍କ ପାଇଁ ଏବେ ଆସିଛି ଖୁସି ଖବର। ପୁଣି ଆଉ ଥରେ ଏହି ସିରିଏଲ୍‌ର ଟିମ୍‌କୁ ଆପଣ ଟିଭି ପରଦାରେ ଦେଖିପାରିବେ। ଦୟାନନ୍ଦ ରେଡ୍ଡି, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଆନ୍‌ସା ସୟଦ୍‌ ଏହି ପ୍ରୋଜେକ୍ଟରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ସିରିଏଲ୍‌ର କିଛି ଅଭିନେତା ପୁଣି ଥରେ ଏଥିରେ ଅଭିନୟ କରିବେ। ଏହି ଶୋ’ ରେ ଅଭିନେତାଙ୍କର ଜୀବନ ଉପରେ ଆଧାରିତ କାହାଣୀ ରହିବ।

Sonalisa

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

43 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

51 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago