Categories: ମନୋରଂଜନ

ବିବାହ ପରେ ରଣବୀର ସିଂଙ୍କ ଉପରେ ଦୀପିକା ଲଗାଇଛନ୍ତି ଏହି ତିନୋଟି ବ୍ୟାନ୍‌

କେନ୍ୟୁଜ୍ : ବିବାହ ପରେ ରଣବୀର ସିଂ ଉପରେ ଦୀପିକା ଲଗାଇଛନ୍ତି ତିନୋଟି ବ୍ୟାନ୍‌ । ଯାହାର ଖୁଲାସା ନିଜେ ରଣବୀର କରିଛନ୍ତି । ବିଳମ୍ବିତ ରାତି ପର‌୍ୟ୍ୟାନ୍ତ ବାହାରେ ରହିବା , ନଖାଇ ଘରୁ ବାହାରିବା ଓ ଦୀପିକାଙ୍କ କଲ ନଉଠାଇବା ଉପରେ ବ୍ୟାନ ଲାଗିଛି । ଏହି ତିନୋଟି କଥାକୁ ରଣବୀର ବିବାହ ପରେ ଆଦୌ ଭୁଲୁନାହାଁନ୍ତି । ୨୦୧୮ରେ ଦୀପିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରଣବୀର ।

ଏହି ବିବାହ ବଲିଉଡ ପାଇଁ ଥିଲା ପୁରା ଖାସ୍‌ । ୨୦୧୮ର ଚର୍ଚ୍ଚିତ ବିବାହ ମଧ୍ୟରୁ ଏହା ଅନ୍ୟତମ । ଏବେ ରଣବୀର ସିଂଙ୍କ ଅଭିନୀତ ସିମ୍ବା ବକ୍ସଅଫିସରେ ଧମାଲ ମଚାଉଛି । ୨୨୫କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଆଗକୁ ରଣବୀରଙ୍କ ଅଭିନୀତ ଗଲିବୟ ରିଲିଜ ହେବ । ଏହାର ଟ୍ରେଲର ଓ ଗୀତ ପୂର୍ବରୁ ସୋସିଆଲ ମିଡିଆରେ ରିିଲିଜ ହୋଇସାରିଛି । ଏବେ ଗଲିବୟର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସେ ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

4 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

6 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

8 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

9 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago