ବଲିଉଡ୍ର ଡିଭା ତଥା ନ୍ୟାସନାଲ୍ କ୍ରସ୍ ଅଭିନେତ୍ରୀ ଦିଶା ପାଟନି ନିଜ ଫିଲ୍ମ ସହ ଷ୍ଟାଲିସ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଆଗରେ ଥାଏ। ନିକଟରେ ଦିଶା ପାଟନି ଏକ ଫଟୋସୁଟ୍ କରିଥିଲେ। ଫଟୋରେ ତାଙ୍କ ଅନ୍ଦାଜ୍ ଖୁବ୍ ହଟ୍କେ ଥିଲା।
ଦିଶା ପାଟନି ନିଜ ଇନ୍ଷ୍ଟାଗ୍ରାମ୍ରେ ଏହି ଫଟୋ ସହ ଭିଡିଓକୁ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଦିଶା ଏକ କମଳା ରଙ୍ଗର ଗାଉନ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଫ୍ୟାନ୍ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ହଜାରେରୁ ଅଧିକ ଲାଇକ୍ ଓ କମେଣ୍ଟ ମିଳିଛି।
ଏହାସହ ପଢ଼ନ୍ତୁ: ମମି କରୀନାଙ୍କ ଉପରେ ରାଗିଲେ ତୈମୁର, ଫଟୋଗ୍ରାଫର ବି ଏହି କୁନି ନଓ୍ଵାବଙ୍କ ରାଗରୁ ପଡ଼ିଲେନି ବାଦ୍
ସୂଚନାଯୋଗ୍ୟ ଯେ, ଦିଶା ପାଟନି ଶେଷ ଥର ପାଇଁ ସଲମାନ ଖାନ୍ଙ୍କ ସହ ଭାରତରେ ନଜର ଆସିଥିଲେ। ଏହି ଫିଲ୍ମରେ ଦିଶା ଓ ସଲମାନଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ବର୍ତ୍ତମାନ ଦିଶା ମଲଙ୍ଗ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି।
ଆଗକୁ ପୁଣି ଥରେ ଦିଶା ଓ ସଲମାନଙ୍କ ଯୋଡ଼ିକୁ ଦର୍ଶକେ ‘ଇଦ୍ ରାଧେ କି’ରେ ଦେଖିବାକୁ ପାଇବେ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…