ବଲିଉଡ୍ର ହଟ୍ ଓ ସେକ୍ସି ନାୟିକା ଦିଶା ପାଟନି । ଏବେ ଚଣ୍ଡିଗଡ଼ରେ ଅପ୍କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜ ସାଣ୍ଡିଲ୍ୟଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମ ଏକତା କପୁରଙ୍କ ହୋମ୍ ପ୍ରଡକ୍ସନରେ ନିର୍ମାଣ କରାଯାଉଛି। ଏବେ ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ଦିଶା ଥିବାରୁ ଏକତା ତାଙ୍କ ଫ୍ୟାନ ଫଲୋଇଙ୍ଗକୁ ନେଇ ନାୟିକା ଭାବେ ଦିଶାଙ୍କୁ ହିଁ ବାଛିଛନ୍ତି।
ନିକଟରେ ‘କେ ଟିନା’ରେ ଦିଶାଙ୍କ ଏକ ଫଟୋକୁ ଏକତା ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଆଉ ଠିକ୍ ଦିଶାଙ୍କ ଭଳି ଆଙ୍ଗୁଠିରେ ଗୁଡାଏ ମୁଦି ଓ ବ୍ରେସଲେଟ୍ ପିନ୍ଧି ଏକତା ତାଙ୍କର ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି। ଶୁଣିବାକୁ ମିଳୁଛି କି ‘କେ ଟିନା’ ଏକତାଙ୍କ ଜୀବନୀ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମ। ଯଦି ଏହା ଠିକ୍ ହୁଏ ତେବେ ଦର୍ଶକେ ଖୁବ୍ଶୀଘ୍ର ଏକତା କପୁରଙ୍କ ବାୟୋପିକ୍ ଦେଖି ତାଙ୍କ ସମ୍ପର୍କରେ ଅନେକ ଜଣା ଅଜଣା କଥା ଜାଣି ପାରିବେ।
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…