କ୍ରିକେଟ ମଇଦାନରେ ୱେଷ୍ଟଣ୍ଡିଜ ଖେଳାଳୀ ଏପରି କାମ କରନ୍ତି, ଯାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେଣୁ ସେ କ୍ରିସ୍ ଗେଲ ହୁଅନ୍ତୁ ଅବା ପୋଲାର୍ଡ । ସବୁବେଳେ ସେମାନଙ୍କର କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ଆଇପିଏଲ୍ ସମୟରେ ଆପଣ ଡେଓ୍ଵନ ବ୍ରାଭୋଙ୍କ ଗୀତ ଏବଂ ଡ୍ୟାନ୍ସ ନିଶ୍ଚିତ ଦେଖିଥିବେ। ପୁଣି ଥରେ ଏହି ଭିଡିଓ ସୋସିଆଲ ମିଡିଆରେ ଧମାଲ କରୁଛି। ତାହା ପୁଣି ଏକା ବ୍ରାଭୋଙ୍କ ନୁହନ୍ତି ବରଂ ବଲିଉଡ ଅଭିନେତ୍ରୀ ସନି ଲିଓନ ମଧ୍ୟ ରହିଛନ୍ତି।
ଏହାସହ ପଢ଼ନ୍ତୁ ; ପୁଣି ହସାଇବେ ରୋହିତ, ପରଦାକୁ ଆସିବ ‘ଗୋଲମାଲ୍ ୫’
ଏହି ଭିଡିଓରେ ସନି ଲିଓନ ଏବଂ ଡେଓ୍ଵନ ବ୍ରାଭୋଙ୍କ ସହିତ ଜଣାଶୁଣା ଚାମ୍ପିୟନ ଗୀତରେ ଦୁଇ ଜଣ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେହି ଭିଡିଓକୁ ବ୍ରାଭୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ନିକଟରେ ସନବର୍ଣ୍ଣ ଫେଷ୍ଟିଭାଲରେ ଦୁହେଁ ମଞ୍ଚ ଉପରେ ଧମାକାଦାର ଡ୍ୟାନ୍ସ କରିଥିଲେ। ଏହି ଭିଡିଓକୁ ଦର୍ଶକେ ବେଶ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ସନି ଏବେ ଏମ୍ଟିଭି ସ୍ଲିଟଭିଲ୍ଲା ଶୋ ହୋଷ୍ଟ କରୁଛନ୍ତି।
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…