Categories: ମନୋରଂଜନ

ହ୍ରିତ୍ୱିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଜୈନ, ସେୟାର କଲେ ଏହି ସ୍ପେଶାଲ ଫଟୋ

ବଲିଉଡ୍‌ର ସୁପରଷ୍ଟାର ହ୍ରିତ୍ୱିକ୍‌ ରୋସନ ଆଜି ନିଜର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଜନ୍ମଦିନରେ ତାଙ୍କର ପ୍ରଥମ ପତ୍ନୀ ସୁଜୈନ ସ୍ୱତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସୁଜୈନ ହ୍ରିତ୍ୱିକ୍‌ ଙ୍କ ସହ ତାଙ୍କର ଦୁଇ ପୁଅଙ୍କ ସହ ଅନେକ ସ୍ପେଶାଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋ ସେୟାର କରି ସୁଜୈନ ଲେଖିଛନ୍ତି- ହାପ୍ପୀ ବର୍ଥଡେ ହ୍ରିତ୍ୱିକ୍‌ ରୋସନ. . . ଆପଣ ବହୁତ ଅଭ୍ଭୁତ ମଣିଷ।
ସୂଚନା ମୁତାବକ ଛାଡପତ୍ର ପରେ ମଧ୍ୟ ହ୍ରିତ୍ୱିକ୍‌ ଏବଂ ସୁଜୈନ ଭଲ ବନ୍ଧୁତ୍ୱର ସମ୍ପର୍କରେ ରହିଛନ୍ତି।

ସୁଜୈନ ଖାନ୍‌ ହ୍ରିତ୍ୱିକ୍‌ଙ୍କ ପରିବାର ପାଇଁ ପ୍ରତ୍ୟେକ ସମୟରେ ସାଥ୍‌ ଦେଇଥାନ୍ତି। ସେହିଭଳି ହ୍ରିତ୍ୱିକ୍‌ ମଧ୍ୟ ସୁଜୈନଙ୍କ ପରିବାର ସହ ମିଳାମିଶା କରିଥାନ୍ତି। ଦୁଇଜଣ ନିଜ ପିଲାଙ୍କ ପାଇଁ ମଧ୍ୟ ଏକାଠି ଲଞ୍ଚ, ଡିନର୍‌ ଏବଂ ଛୁଟିଦିନରେ ବୁଲିବାକୁ ଯାଇଥାନ୍ତି।

ଜାଣନ୍ତୁ କେବେ ହୋଇଥିଲା ହ୍ରିତ୍ୱିକ୍‌ ଏବଂ ସୁଜୈନଙ୍କ ବିବାହ?

ସୁଜୈନ ଖାନ୍‌ ୨୦୦୦ ବର୍ଷରେ ଅଭିନେତା ହ୍ରିତ୍ୱିକ୍‌ ରୋସନଙ୍କୁ ବିବାହ କରିଥିଲେ। ଏହାପରେ ୨୦୧୪ ମସିହାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ହ୍ରିତ୍ୱିକଙ୍କ ସହ ନିଜର ସମ୍ପର୍କକୁ ନେଇ ସୁଜୈନ କହିଛନ୍ତି, ଏବେ ଆମେ କପଲ୍‌ ନୁହେଁ କିନ୍ତୁ ବହୁତ ଭଲ ବନ୍ଧୁ। ହ୍ରିତ୍ୱିକଙ୍କ ପାଖରେ ମତେ ମୋର ସପୋର୍ଟ ସିଷ୍ଟମ ଦେଖାଯାଇଥାଏ। ଏବେ ଆମେ ପରସ୍ପର ଏକାଠି ନହୋଇ ପାରିଲେ ମଧ୍ୟ ଆବଶ୍ୟକତା ପଡିଲେ ଉଭୟ ପରସ୍ପରଙ୍କ ପାଇଁ ନିଶ୍ଚୟ ଉପସ୍ଥିତ ରହିବୁ।

KNews Bureau

Recent Posts

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

11 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

14 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

22 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

40 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

49 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 hour ago