ମନୋରଂଜନ

ଅମିତାଭ ବଚ୍ଚନଙ୍କୁ କେବିସିରେ ଫରାହ ଖାନ କରିଦେଲେ ଆଶ୍ଚର୍ଯ୍ୟ, କହିଲେ, ‘ମୋର ଏକ ଛୁଆକୁ ନେଇଯାଅ’

‘କୌନ ବନେଗା କରୋଡପତି ସିଜନ ୧୩’ ଟିଭିରେ ଜୋର୍‌ସୋରରେ ଆଗେଇ ଚାଲିଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଚଳିତ ସପ୍ତାହରେ ଅମିତାଭ ବଚ୍ଚନଙ୍କ ସହିତ ଦୀପିକା ପାଦୁକୋନ ଓ ଫରାହ ଖାନ ନଜର ଆସିବେ। କେବିସି ୧୩ର ଏକ ପ୍ରୋମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦୀପିକା ଓ ଫରାହ ଖୁବ୍‌ ମସ୍ତି କରୁଥିବା ନଜର ଆସୁଛନ୍ତି।

କୌନ ବନେଗା କରୋଡପତିର ଶୁକ୍ରବାର ଏପିସୋଡରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଫରାହ ଖାନଙ୍କୁ ଏମିତି କିଛି କଥା କହିବେ, ଯାହାଫଳରେ କି ଫରାହ ଖାନ ନିଜର ଏକ ଛୁଆକୁ ତାଙ୍କୁ ଦେଇ ଦେବାକୁ ଅଫର କରିବେ। ଏହିଭଳି ପ୍ରୋମୋକୁ ଖୁବ୍‌ ପସନ୍ଦ କରାଯାଉଛି।

ଭିଡିଓରେ ଦେଖାଯାଇ ପାରିବ କି, ଅମିତାଭ ବଚ୍ଚନ, ଦୀପିକା ଓ ଫରାହଙ୍କୁ କହୁଛନ୍ତି ଯେ ପ୍ରଶ୍ନର ଉତ୍ତର ଦେବା ପାଇଁ ସେମାନଙ୍କ ପାଖରେ ସୀମିତ ସମୟ ଅଛି। ଏହାପରେ ହୁଟରର ଶବ୍ଦ ଶୁଣିବାକୁ ମିଳୁଛି ଏବଂ ଅମିତାଭ ବଚ୍ଚନ ସେମାନଙ୍କଠୁ ଗେମ୍‌ ଶେଷ କରିବାକୁ ଚାହୁଁଛନ୍ତି। କିନ୍ତୁ ଫରାହ ଓ ଦୀପିକା ଆଉ କିଛି ସମୟ ଖେଳିବାକୁ ଅମିତାଭଙ୍କୁ କହୁଛନ୍ତି।

ଏଠି ଦୀପିକା ପାଦୁକୋନ ଅମିତାଭ ବଚ୍ଚନଙ୍କୁ ଏହା ବି କହି ଦେଉଛନ୍ତି କି, ଆମେ ଏକାଠି ଫିଲ୍ମ କରୁଛୁ। ଦୁଇଜଣ ଅମିତାଭ ବଚ୍ଚନଙ୍କୁ ବିଭିନ୍ନ ପ୍ରକାରର ଅଫର ଦେଉଛନ୍ତି ଏବଂ ଅମିତାଭ ବଚ୍ଚନ କହୁଛନ୍ତି ଯେ ଆପଣ କହି ଚାଲି ଥାଆନ୍ତୁ, କିଏ କହିବ ଟିମ୍‌ ମାନି ହିଁ ଯିବ।

କିନ୍ତୁ ସେହି ସମୟରେ ମାହୋଲ ବହୁତ ମଜାଦାର ରହୁଛି, ଯେତେବେଳେ ଫରାହ ଖାନ କହୁଛନ୍ତି କି, ‘ସାର୍‌, ଏବେ ଆମେ କ’ଣ କରିବୁ, ମୋର ଏକ ଛୁଆକୁ ନେଇଯାଅ…’। ଏହାପରେ ପୂରା ଶୋ’ ହସରେ ଫାଟି ପଡ଼ୁଛି।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

14 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

47 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago