Categories: ମନୋରଂଜନ

ରିଲିଜ୍‌ ହେଲା ‘Pati Patni Aur Woh’ର ପ୍ରଥମ ଗୀତ, ଭିଡିଓ ଦେଖିଲେ ମନେ ପଡିଯିବେ ଗୋବିନ୍ଦା !

ଏବେ ଅନେକ ବଡ ବଡ ଫିଲ୍ମକୁ ନେଇ ବହୁତ ଜବରଦସ୍ତ ଚର୍ଚ୍ଚା ହେଉଛି। ଆଉ ଏମିତିରେ ଚର୍ଚ୍ଚାର ଶୀର୍ଷକୁ ଆସିଛି କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱ ’। ନିକଟରେ ଏହି ଫିଲ୍ମର ଗୀତ ‘ଆଂଖିଓ ସେ ଗୋଲି ମାରେ’ ରିଲିଜ୍‌ ହୋଇଛି। ସବୁଠୁ ଖାସ୍‌ କଥା ହେଉଛି ଆପଣ ଏହି ଗୀତକୁ ଦେଖିଲେ ଗୋବିନ୍ଦାଙ୍କ ଡ୍ୟାନ୍ସ ଆପଣଙ୍କୁ ମନେ ପଡିଯିବ। ଏହି ଧମାକାଦାର ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି।

ଏହି ଗୀତରେ କାର୍ତ୍ତିକ ଆର୍ୟନଙ୍କ ସହିତ ଦୁଇ ଜଣ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଭୂମି ପେଡନେକର ନଜର ଆସିଛନ୍ତି। ଏହି ଦୁଇ ଅଭିନେତ୍ରୀଙ୍କ ସହିତ କାର୍ତ୍ତିକ ଆର୍ୟନ ମସ୍ତି କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଏହି ଦୁଇ ଅଭିନେତ୍ରୀ ମଧ୍ୟ ବହୁତ ଖୁସି ଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତକୁ ମିକା ସିଂହ ଗାଇଛନ୍ତି। ଦେଖନ୍ତୁ ‘ପତି ପତ୍ନୀ ଔର ୱ ’ ଫିଲ୍ମର ଗୀତ ‘ଆଂଖିଓ ସେ ଗୋଲି ମାରେ’।

ଏହି ଗୀତ ୧୯୯୮ରେ ଆସିଥିବା ଫିଲ୍ମ ‘ଦୁହ୍ଲେ ରାଜା’ଙ୍କ ଗୀତ ‘ ଆଂଖିଓ ସେ ଗୋଲି ମାରେ’ର ରିମିକ୍ସ। ଗୋବିନ୍ଦାଙ୍କ ଏହି ଗୀତରେ କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଛନ୍ତି। ଏହି ସ୍ଟେପକୁ ଦେଖିଲେ ଆପଣଙ୍କୁ ଗୋବିନ୍ଦର ମନେ ପଡିଯିବେ। ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ୍‌ ହେବ।

ଏହାସହ ପଢନ୍ତୁ : ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

45 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago