ମନୋରଂଜନ

ରିଲିଜ୍‌ ହେଲା ଗେହରାଇୟା ଟ୍ରେଲର, ସିଦ୍ଧାନ୍ତଙ୍କ ସହ ଜବରଦସ୍ତ ରୋମାନ୍ସ କରିଛନ୍ତି ଦୀପିକା

ରିଲିଜ୍‌ ହେଲା ଦୀପିକା ଏବଂ ସିଦ୍ଧାନ୍ତଙ୍କ ଅଭିନୀତ ‘ଗେହରାଇୟା’ର ଟ୍ରେଲର। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଶକୁନ ବାତ୍ରା। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାସହିତ ନାସିରୁଦ୍ଧିନ ଶାହ ଏବଂ ରଜତ କୁମାର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଫିଲ୍ମ ଗେହରାଇୟା ଏକ ରିଲେସନସିପ ଡ୍ରାମା। ଯେଉଁଥିରେ ଆଜିର ଜମାନାରେ ସମ୍ପର୍କକୁ ନେଇ ହେଉଥିବା ସମସ୍ୟାକୁ ଦେଖାଯାଇଛି।

୧୧ ଫେବୃୟାରୀ ୨୦୨୨କୁ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଭାରତ ସହିତ ଦୁନିଆରେ ୨୪୦ ଦେଶରେ ଫିଲ୍ମ ‘ଗେହରାଇୟା’ର ଓ୍ଵାଲର୍ଡ ପ୍ରିମିୟର ହେବ। ଆମାଜନ ପ୍ରାଇମ ଭିଡିଓ ଆଜି ‘ଗେହରାଇୟା’ର ବହୁତ ରୋମାଞ୍ଚକ ଏବଂ ହୃଦୟସ୍ପର୍ଶୀ ଟ୍ରେଲରକୁ ରିଲିଜ୍‌ କରିଛି। ଏହାକୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ ଦର୍ଶକ।

ଶକୁନ୍‌ ବତ୍ରାଙ୍କ ନିର୍ଦ୍ଦେଶନାର ନିର୍ମିତ ହୋଇଥିବା ଏହି ଫିଲ୍ମ ଏକ ରିଲେସନସିପ ଡ୍ରାମା। ଯେଉଁଥିରେ ଆଜିର ଜମାନାର ବାସ୍ତବ ଚିତ୍ର ଦେଖାଯାଇଛି।

Pritiparna

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago