Categories: ମନୋରଂଜନ

ନେହା କକ୍କରଙ୍କୁ ମଞ୍ଚ ଉପରେ ଜୋର ଜବରଦସ୍ତ କିସ୍ କଲେ ଜଣେ ପ୍ରତିଯୋଗୀ, ଦେଖନ୍ତୁ ଭିଡିଓ

ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟଲିଟୀ ଶୋ ଇଣ୍ଡିଆନ ଆଇଡଲ ବର୍ଷ ବର୍ଷ ଧରି ସଂଗୀତ ପ୍ରେମୀଙ୍କ ପାଇଁ ପ୍ରିୟ ଶୋ ହୋଇ ରହିଛି। ଏହାର ଲୋକପ୍ରିୟତାକୁ ଦେଖି ଶୋର ୧୧ ସିଜନକୁ ନିକଟରେ ଉପସ୍ଥାପନା କରାଯାଇଛି। ଇଣ୍ଡିଆନ ଆଇଡଲ ମଞ୍ଚରେ ଗାୟକମାନେ ଆସି ନିଜର ସୁମଧୂର ସ୍ୱର ବଳରେ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରେ ନାମ ବନାଇବାର ସ୍ୱପ୍ନ ପୂରା କରୁଛନ୍ତି।

କିନ୍ତୁ ଅନେକ ଥର ଏହି ମଞ୍ଚରେ କିଛି ଏମିତି ହୋଇଯାଏ ଯେ ଯାହାକୁ କେହିବ ଭାବିନଥିବେ। ଏମିତି କିଛି ଘଟଣା ନିକଟରେ ଏହି ମଞ୍ଚରେ ହୋଇଗଲା। ସିଜନ ୧୧ରେ ଆସିଥିବା ଜଣେ କଣ୍ଟେଷ୍ଟେଣ୍ଟ ଶୋ’ର ଜଜ୍ ନେହା କକ୍କରଙ୍କୁ ଜୋର ଜବରଦସ୍ତ କିସ୍ କରିନେଲେ।

ସୋନି ଟିଭି ଇଣ୍ଡିଆନ ଆଇଡଲର ଆଗାମୀ ଏପିସୋଡର ପ୍ରମୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ରାଜସ୍ଥାନୀ ଡ୍ରେସ ପିନ୍ଧିଥିବା ଜଣେ କଣ୍ଟେଷ୍ଟେଣ୍ଟ ବହୁତ ସାରା ଗିଫ୍ଟ ଧରି ମଞ୍ଚରେ ପହଁଚିଥିଲେ। ସେ ଗୋଟିଏ ପରେ ଗୋଟିଏ ଗିଫ୍ଟ ଦେଇ ନେହାଙ୍କୁ ଆଲିଙ୍ଗନ କରାଇ ନେହାଙ୍କ ଗାଲରେ କିସ୍ କରିଦଲେ। ଏହାପରେ ନେହା ଲାଜରେ ନିଜ ମୁହଁକୁ ଲୁଚାଇ ସେଠାରୁ ଚାଲିଯାଇଥିଲେ।

ଏହି ସମୟରେ ସେଠାରେ ଥିବା ଅନ୍ୟ ଦୁଇ ଜଣ ଜଜ୍ ବିଶାଲ ଦଦଲାଜୀ ଏବଂ ଅନୁ ମଲିକ ସମେତ ପ୍ରାୟ ସମସ୍ତେ ସ୍ପବ୍ଧ ହୋଇଗଲେ। ତେବେ ଦେଖନ୍ତୁ ଭିଡିଓ. . .

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

4 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

14 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

17 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

50 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

52 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago