Categories: ମନୋରଂଜନ

ହଟ୍‌ ବ୍ରାଲେଟ୍‌ ପିନ୍ଧି ଜାହ୍ନବୀ ଦେଖାଇଲେ ନିଜ ସେକ୍ସି ଷ୍ଟାଇଲ୍‌, ଫ୍ୟାନ୍‌ ହେଲେ ବାୟା!

ଜାହ୍ନବୀ କପୁର, ବଲିଉଡ୍‌ର ହଟ୍‌ ଅଭିନେତ୍ରୀ। ନିଜର ହଟ୍‌ ଆଉ ସେକ୍ସି ପର୍ସନାଲିଟି ଦ୍ୱାରା ସେ ଫ୍ୟାନମାନଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ଜାହ୍ନବୀ ନିଜ ବଡି ଏବଂ ଫିଜିକ୍‌ ଉପରେ ଖୁବ୍‌ କାମ କରିଛନ୍ତି। ତାଙ୍କ ପର୍ସନାଲିଟିକୁ ଲୋକେ ପସନ୍ଦ କରୁଛନ୍ତି।

ଏହି ଅଭିନେତ୍ରୀ ନିଜ ଫିଲ୍ମ ସ୍କିଡ୍ୟୁଲରୁ ଫୁର୍‌ସତ ପାଇ ଜିମ୍‌ରେ ଓ୍ଵାର୍କଆଉଟ୍‌ କରିବାରେ ଅଧିକ ସମୟ ବିତାଇଥାଆନ୍ତି। ସେଠାରେ ଜାହ୍ନବୀ ନିଜ ଫିଟ୍‌ନେସ୍‌ ଟ୍ରେନରଙ୍କ ସାହାଯ୍ୟରେ କେବଳ ଓ୍ଵାର୍କଆଉଟ୍‌ ନୁହେଁ, ବରଂ ଯୋଗ, ପାଇଲେଟ୍‌ସ ସେଶନ ମଧ୍ୟ ଆଟେଣ୍ଡ କରନ୍ତି।

ରବିବାର ମୁମ୍ବାଇରେ ଜାହ୍ନବୀ ମିଡିଆ ଦ୍ୱାରା ସ୍ପଟ ହୋଇଛନ୍ତି। ଏହି ସମୟରେ ସେ ବହୁତ ହଟ୍‌ ଅନ୍ଦାଜରେ ନଜର ଆସିଥିଲେ। ବ୍ଲାକ୍‌ କଲରର ହାଟ୍‌ ବ୍ରାଲେଟ୍‌ ଏବଂ ଟ୍ରାକ୍‌ ପ୍ୟାଣ୍ଟରେ ସ୍ଲିମ୍‌ ଆଉ ସେକ୍ସି ଲାଗୁଥିଲେ। ୨୦୧୮ରେ ଜାହ୍ନବୀ ଫିଲ୍ମ ‘ଧଡକ୍‌’ରେ ଈଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ଫ୍ୟାନମାନେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି।

ଏହାସହ ପଢ଼ନ୍ତୁ: ଏକତାଙ୍କ ବାୟୋପିକ୍‌ରେ ଦିଶା, ପରଦାକୁ ଆସିବ ଫିଲ୍ମ ‘କେ ଟିନା’

ଏବେ ଜାହ୍ନବୀ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ୍‌ ଫିଲ୍ମରେ କାମ କରୁଛନ୍ତି। ଆଗାମୀ ଦିନରେ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ରୁହଅଫ୍‌ଜା’ରେ ନଜର ଆସିବେ। ଏ ସବୁ ଛଡ଼ା ଜାହ୍ନବୀଙ୍କୁ ଧର୍ମା ପ୍ରଡକ୍ସନସ୍‌ର ମଲ୍ଟି-ଷ୍ଟାରର୍‌ ଫିଲ୍ମ ‘ତଖତ୍‌’ ପାଇଁ କାଷ୍ଟ୍‍ କରାଯାଇଛି।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

19 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

51 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

53 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

56 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago