ହଟ୍ ବ୍ରାଲେଟ୍ ପିନ୍ଧି ଜାହ୍ନବୀ ଦେଖାଇଲେ ନିଜ ସେକ୍ସି ଷ୍ଟାଇଲ୍, ଫ୍ୟାନ୍ ହେଲେ ବାୟା!

ଜାହ୍ନବୀ କପୁର, ବଲିଉଡ୍ର ହଟ୍ ଅଭିନେତ୍ରୀ। ନିଜର ହଟ୍ ଆଉ ସେକ୍ସି ପର୍ସନାଲିଟି ଦ୍ୱାରା ସେ ଫ୍ୟାନମାନଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ବଲିଉଡ୍ରେ ଡେବ୍ୟୁ କରିବା ପୂର୍ବରୁ ଜାହ୍ନବୀ ନିଜ ବଡି ଏବଂ ଫିଜିକ୍ ଉପରେ ଖୁବ୍ କାମ କରିଛନ୍ତି। ତାଙ୍କ ପର୍ସନାଲିଟିକୁ ଲୋକେ ପସନ୍ଦ କରୁଛନ୍ତି।
ଏହି ଅଭିନେତ୍ରୀ ନିଜ ଫିଲ୍ମ ସ୍କିଡ୍ୟୁଲରୁ ଫୁର୍ସତ ପାଇ ଜିମ୍ରେ ଓ୍ଵାର୍କଆଉଟ୍ କରିବାରେ ଅଧିକ ସମୟ ବିତାଇଥାଆନ୍ତି। ସେଠାରେ ଜାହ୍ନବୀ ନିଜ ଫିଟ୍ନେସ୍ ଟ୍ରେନରଙ୍କ ସାହାଯ୍ୟରେ କେବଳ ଓ୍ଵାର୍କଆଉଟ୍ ନୁହେଁ, ବରଂ ଯୋଗ, ପାଇଲେଟ୍ସ ସେଶନ ମଧ୍ୟ ଆଟେଣ୍ଡ କରନ୍ତି।
ରବିବାର ମୁମ୍ବାଇରେ ଜାହ୍ନବୀ ମିଡିଆ ଦ୍ୱାରା ସ୍ପଟ ହୋଇଛନ୍ତି। ଏହି ସମୟରେ ସେ ବହୁତ ହଟ୍ ଅନ୍ଦାଜରେ ନଜର ଆସିଥିଲେ। ବ୍ଲାକ୍ କଲରର ହାଟ୍ ବ୍ରାଲେଟ୍ ଏବଂ ଟ୍ରାକ୍ ପ୍ୟାଣ୍ଟରେ ସ୍ଲିମ୍ ଆଉ ସେକ୍ସି ଲାଗୁଥିଲେ। ୨୦୧୮ରେ ଜାହ୍ନବୀ ଫିଲ୍ମ ‘ଧଡକ୍’ରେ ଈଶାନ୍ ଖଟ୍ଟରଙ୍କ ସହ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ଫ୍ୟାନମାନେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି।
ଏହାସହ ପଢ଼ନ୍ତୁ: ଏକତାଙ୍କ ବାୟୋପିକ୍ରେ ଦିଶା, ପରଦାକୁ ଆସିବ ଫିଲ୍ମ ‘କେ ଟିନା’
ଏବେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ଫିଲ୍ମରେ କାମ କରୁଛନ୍ତି। ଆଗାମୀ ଦିନରେ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ରୁହଅଫ୍ଜା’ରେ ନଜର ଆସିବେ। ଏ ସବୁ ଛଡ଼ା ଜାହ୍ନବୀଙ୍କୁ ଧର୍ମା ପ୍ରଡକ୍ସନସ୍ର ମଲ୍ଟି-ଷ୍ଟାରର୍ ଫିଲ୍ମ ‘ତଖତ୍’ ପାଇଁ କାଷ୍ଟ୍ କରାଯାଇଛି।
View this post on Instagram
#Diwali dress trial at friend @manishmalhotra05 store today #viralbhayani @viralbhayani